ବିସିସିଆଇର ଚରମବାଣୀ,ୱାଲଡ କପ୍ ଖେଳିବେ କି ରୋ-କୋ

ବିସିସିଆଇର ଚରମବାଣୀ,ୱାଲଡ କପ୍ ଖେଳିବେ କି ରୋ-କୋ
Samaya Live News Picture
Published On

ନୂଆଦିଲ୍ଲୀ : ରୋହିତ ଶର୍ମା ବିରାଟ କୋହଲିଙ୍କ ଭବିଷ୍ୟତ କଣ ? ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ଏହି ପ୍ରଶ୍ନ । ବିସିସିଆଇର ନଜର ମଧ୍ୟ ଏମାନଙ୍କ ଉପରେ ରହିଛି । ବିସିସିଆଇ ଚାହୁଁଛି ଯେ ଯେଉଁଭଳି ଏହି ଦୁଇ ଖେଳାଳୀ ଦମଦାର ପ୍ରଦର୍ଶନ କରୁଛନ୍ତି ଫର୍ମ ରେ ବି ଅଛନ୍ତି । ଫଳରେ ଏମାନଙ୍କୁ ୨୦୨୭ ୱାର୍ଲଡ କପରେ ଖେଳେଇବା ପାଇଁ ବିସିସିଆଇ ଚିନ୍ତା କରୁଛି । ଏହାକୁ ନେଇ ୬ ତାରିଖରେ ଏକ ବୌଠକ ହେବାର ଥିଲା I ଏହି ବୌଠକରେ ବିସିସିଆଇ କତୃପକ୍ଷଙ୍କ  ସହ ଚିଫ ସିଲେକ୍ଟର  ହେଡ କୋଚ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଡକାଯାଇଥିଲାା ଏହି ବୌଠକର ମୁଖ୍ୟ ଲକ୍ଷ୍ୟ ଥିଲା ରୋହିତ ଶର୍ମା ବିରାଟ କୋହଲିଙ୍କ ଭବିଷ୍ୟତ କଣ ହେବ । ଏହି ଦୁଇଜଣଙ୍କୁ ନେଇ ବିସିସିଆଇ କଣ ଚିନ୍ତା କରୁଛନ୍ତି , ସିଲେକ୍ଟର ଏବଂ କୋଚ କଣ ଚିନ୍ତା କରୁଛନ୍ତି , ତାହା ଏହି ବୌଠକର ମୁଖ୍ୟ ଲକ୍ଷ ହୋଇଥାନ୍ତା । କିନ୍ତୁ ଏବେ ଏହି ବୈଠକକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ପ୍ରଥମ କଥା ହେଉଛି ଏହି ବୌଠକ ହୋଇପାରିଲା ନାହିଁ । କାହିଁକି ଏହି ବୈଠକ ହୋଇପାରିଲାନି । ବୌଠକ ନହେବା ପଛରେ କାରଣ କଣ ଇ  ଆଉ ଏହି ଘଟଣାକୁ ନେଇ ଯେଉଁ ଖବର ସାମ୍ନାକୁ ଆସୁଛି ତାଙ୍କ ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ ।
କଣ' ବିରାଟ କୋହଲିଙ୍କ ୨ ଶତକ, ରୋହିତ ଶର୍ମାଙ୍କ ରଣନୀତି ବିସିସିଆଇ ଙ୍କୁ ଆଚମ୍ବିତ କରିଛିା କାରଣ ୨ ଟି ମ୍ୟାଚ ବିରାଟ କୋହଲି ଲଗାତାର ଶତକ ମାରିଛନ୍ତିା ଏବଂ ନିଜର ଜଲୱା ଦେଖାଇଛନ୍ତିା ଅନ୍ୟପଟେ ରୋହିତ ଶର୍ମାଙ୍କ ରଣନୀତି ପାଇଁ ବିସିସିଆଇ ତାଙ୍କୁ ଶେଷ ୱାନଡେରେ ମଧ୍ୟ କ୍ୟାପଟେନସିପର ମେଣ୍ଟର କରିଥିଲୋ ତେବେ ଏମାନଙ୍କ ମ୍ୟାଚ ପ୍ଲେ କୁ ଦେଖି କଣ ଚିପ ସିଲେକ୍ଟର ଅଜିତ ଅଗକରଙ୍କୁ ଡରିଯାଇଛନ୍ତିା ଏଠି ଏଭଳି କଥା କହିବାର କାରଣ ହେଉଛିା ଯେତେବେଳେ ଏହି ବୌଠକ ପାଇଁ ସମସ୍ତଙ୍କୁ ଡକାଯାଇଥିଲା, ରାୟପୁରରେ ଏହି ବୌଠକ ହେବାର ଥିଲା, କିନ୍ତୁ ସେଠାରେ ଅଜିତ ଅଗରକର ଗଲେନିା ଯେଉଁଠି ଚିଫ ସିଲେକ୍ଟର ନାହାଁନ୍ତି ଫଳରେ ସେଥି ବୌଠକ କଣ ହେବା କାରଣ ସେ ହି ରୋହିତଙ୍କ କ୍ୟାପଟେନସିପରୁ ହଟେଇଛନ୍ତିା ସେ ହିଁ କହିଥିଲେ ରୋହିତ ଫର୍ମ ରେ ନାହିଁନ୍ତିା ଅନ୍ୟପଟେ ନୂଆ ଟିମ ଚୟନ କାହିଁକି କଲୋ ଏହି ସବୁ ତମାମ ପ୍ରଶ୍ନର ଉତର ସେହିଁ ଦେଇଥାନ୍ତୋ କଣ ରୋହିତ ଶର୍ମା ଏବଂ ବିସିସିଆଇ ପ୍ରଶ୍ନରେ ଡରିଗଲେ କି ଚିଫ୍ ସିଲେକ୍ଟରା ଯାହା ପାଇଁ ବୌଠକକୁ ଆସିଲେନିା କିନ୍ତୁ ଏଠି ଚର୍ଚ୍ଚା ହେଉଛି ଅଜିତ କେତେ ବି ଲୁଚନ୍ତୁ ଏହି ବୌଠକ କେବେ ନା କେବେ ହେବା କୁହାଯାଉଛି ଟି-ଟେଣ୍ଟି ମ୍ୟାଚ ପରେ ଏହି ବୌଠକ ଆୟୋଜିତ ହେବା ଏବଂ ଏମାନଙ୍କୁ ନେଇ ରିଭ୍ୟୁ ହେବା କାରଣ ଏମାନଙ୍କ ଭବିଷ୍ୟତ ଉପରେ ଇଣ୍ଡିଆ ଟିମ ନିର୍ଭର କରୁଛିା ଏହି ଦୁଇଜଣଙ୍କ  ଭବିଷ୍ୟତ ଚିଫ ସିଲେକ୍ଟର ଏବଂ କୋଚଙ୍କ  ଗୌତମ ଗମ୍ଭୀରଙ୍କ ହାତରେ ଅଛିା କିନ୍ତୁ ଏମାନେ ସ୍ପଷ୍ଟ କରି କହିଛନ୍ତି ଯେ ଆମେ ନୂଆ ୟଙ୍ଗ ପ୍ଲୋୟାରଙ୍କୁ ଖେଳାଇବୁା କିନ୍ତୁ ଏମାନେ ଯେଉଁଭଳି ଦମଦାର ପ୍ରଦର୍ଶନ କରୁଛନ୍ତି ସିଲେକ୍ଟର ଏବଂ ଏବେ ଚିନ୍ତାରେ ପଡିଯାଇଛନ୍ତିା ଏମାନଙ୍କ ବାହାର ବି କରିପାରିବେନିା ଯଦି ବାହାର କରିବେ ତମାମ ପ୍ରଶ୍ନର ଉତର ଦେବାକୁ ପଡିବ । ଯେଉଁ ଖେଳାଳୀ ଲଗାତାର ଶତକ ପରେ ଶତକ ମାରି ଚାଲିଛି ତାକୁ କେମିତି ଟିମରୁ ବାହାର କରିପାରିବୋ ଏମାନଙ୍କ ବିନା କେମିତି ବିଶ୍ୱ କପ । ପଣ ଜିତିବେ  ଏମିତି ଅନେକ କ୍ରିକେଟ ପ୍ରେମୀଙ୍କ ପ୍ରଶ୍ନର ଉତର ଦେବାକୁ ତ ପଡିବା 
ତେବେ ଏବେ ପ୍ରଶ୍ନ ଉଠୁକି କଣ' ବିସିସିଆଇ ରୋହିତ ଶର୍ମା ବିରାଟଙ୍କୁ ବିଶ୍ୱ କପରେ ଖେଳାଇବେ । କଣ ଅଜିତ ନିଜ ଷ୍ଟେଟମେଣ୍ଡରୁ ହଟିବେ । କଣ' ଗୌତମ ଗମ୍ଭୀର ଏମାନଙ୍କ ପଫମନ୍ସ ପାଇଁ ଏମାନଙ୍କୁ ସିଲେକ୍ଟ କରିବେ କିା ଏହିସବୁ ପ୍ରଶ୍ନର ଉତର ଏହି ବୌଠକ ହେବା ପରେ ମିଳିମିଳିବ ।

 

Tags: