sport news in odia
ଖେଳ 

ଘୋଷଣା ହେଲା ଆଇପିଏଲ୍‌ରେ ଖେଳାଳୀଙ୍କ ନିଲାମ ତାରିଖ: କେଏଲ୍‌ ରାହୁଲଙ୍କୁ ମିଳିଲା ୨୦ କୋଟିର ଅଫର୍‌

ଘୋଷଣା ହେଲା ଆଇପିଏଲ୍‌ରେ ଖେଳାଳୀଙ୍କ ନିଲାମ ତାରିଖ: କେଏଲ୍‌ ରାହୁଲଙ୍କୁ ମିଳିଲା ୨୦ କୋଟିର ଅଫର୍‌ ଦିଲ୍ଲୀ: ଡିସେମ୍ବର ୨୩: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌(ଆଇପିଏଲ୍‌)ରେ ଖେଳାଳୀଙ୍କ ମେଗା ଅକ୍‌ସନ ବା ନିଲାମ ତାରିଖର ଘୋଷଣା ହୋଇଛି । ବେଙ୍ଗାଲୁରୁଠାରେ ଆସନ୍ତା ମାସ ଫେବୁଆରୀ ୧୧, ୧୨ ଏବଂ ୧୩ ତାରିଖରେ କେଉଁ ଟିମ୍‌ କେଉଁ ଦିଗ୍‌ଗଜ ଖେଳାଳୀଙ୍କୁ କିଣିବେ, ତାହାର ନାମ ତାଲିକା ଘୋଷଣା ହେବ । ଆଇପିଏଲ୍‌ ସିଜନ୍‌ ୧୫ରେ ଭାଗ ନେବାକୁ ଥିବା ଟିମ୍‌ମାନେ ଆଗୁଅ ଖେଳାଳୀଙ୍କ ନାମ ତାଲିକା ପ୍ରସ୍ତୁତ କରିଥିବା ନେଇ ସୂଚନା ମିଳିଛି । ଏଥର ଆଇପିଏଲ୍‌-୨୦୨୨ରେ […]
Read More...
ଖେଳ 

ଡିସ୍‌କସ୍‌ ଥ୍ରୋରେ ଫାଇନାଲ୍‌କୁ ଗଲେ କମଲପ୍ରୀତ୍‌

ଡିସ୍‌କସ୍‌ ଥ୍ରୋରେ ଫାଇନାଲ୍‌କୁ ଗଲେ କମଲପ୍ରୀତ୍‌ ଭୁବନେଶ୍ୱର: ଜୁଲାଇ ୩୧: ଟୋକିଓ ଅଲମ୍ପିକ୍ସରେ ଆଉ ଜଣେ ଭାରତୀୟ ଖେଳାଳୀ ନିଜ ପ୍ରଶଂସନୀୟ ଖେଳ ପଦର୍ଶନ କରିଛନ୍ତି । ମହିଳା ଡିସ୍‌କସ୍‌ ଥ୍ରୋ ଖେଳାଳୀ କମଲପ୍ରୀତ୍‌ କୌର ୬୪ ମିଟର ଥ୍ରୋ କରି ଫାଇନାଲ୍‌କୁ ପ୍ରବେଶ କରିଛନ୍ତି । ଏହାସହ ସେ ଦ୍ୱିତୀୟ ସ୍ଥାନରେ ରହି ଭାରତର ପାଇଁ ନିଶ୍ଚିନ୍ତ ପଦକ ପାଇବାର ଆଶା ଆଣି ଦେଇଛନ୍ତି । ପ୍ରଥମ ସ୍ଥାନରେ ୬୬.୪୨ ମିଟର ଡିସ୍‌କସ୍‌ ଥ୍ରୋରେ ଆମେରିକା ଖେଳାଳୀ ଭାଲାରୀ ଆଲ୍ଲମାନ ରହିଥିଲାବେଳେ ତୃତୀୟ […]
Read More...

Advertisement