SPICE ZET
ବିଶ୍ବ  ଦେଶ- ବିଦେଶ 

ଜରୁରୀକାଳୀନ ଅବତରଣ କରିଛି ସ୍ପାଇସଜେଟ୍‌

ଜରୁରୀକାଳୀନ ଅବତରଣ କରିଛି ସ୍ପାଇସଜେଟ୍‌ ନୂଆଦିଲ୍ଲୀ: ଜୁଲାଇ ୦୨: ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ଆଜି ଉଡାଣ ଭରିବାର କିଛି ସମୟ ପରେ ଅବତରଣ କରିଛି । ସ୍ପାଇସ୍‌ ଜେଟର ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଶନିବାର ବିମାନଟି ଜବଲପୁର ଯାଉଥିବା ବେଳେ ମଝି ଆକାଶରେ ବିମାନରୁ ଧୂଆଁ ବାହାରିଥିଲା । ସେତେବେଳେ ବିମାନଟି ପ୍ରାୟ ୫ ହଜାର ଫୁଟ୍‌ ଉପରେ ଥିଲା । ପାଇଲଟଙ୍କ କ୍ୟାବିନରେ ବି ଧୂଆଁ ଦେଖିବାକୁ ମିଳିଥିଲା । ଏହାପରେ […]
Read More...

Advertisement