SPICE JET RETURN TO DELHI
ଦେଶ- ବିଦେଶ 

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀକୁ ଫେରିଲା ନାସିକ ଅଭିମୁଖେ ଯାଉଥିବା ‘ସ୍ପାଇସ୍ ଜେଟ୍‌’

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀକୁ ଫେରିଲା ନାସିକ ଅଭିମୁଖେ ଯାଉଥିବା ‘ସ୍ପାଇସ୍ ଜେଟ୍‌’ ନୂଆଦିଲ୍ଲୀ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରୁ ଦିଲ୍ଲୀ ଫେରି ଆସିଲା‘ସ୍ପାଇସ୍ ଜେଟ୍‌’ ବିମାନ। ଆଜି ସକାଳ ୬.୫୪ରେ ‘ସ୍ପାଇସ୍‌ଜେଟ୍‌’ ବିମାନ ‘ଏସ୍‌ଜି-୮୩୬୩’ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ରୁ ନାସିକ ଅଭିମୁଖେ ଯାତ୍ରା କରୁଥିଲା I ଏହି ସମୟରେ ବିମାନରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବିମାନଟି ଅଧା ରାସ୍ତାରୁ ଦିଲ୍ଲୀ ବିମାନ ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରି ଜରୁରୀ ଅବତରଣ କରିଥିଲା।ଏହାପରେ ଯାତ୍ରୀମାନଙ୍କୁ ଏକ ‘କ୍ୟୁ୪୦୦’ ବିମାନକୁ ସ୍ଥାନାନ୍ତର କରାଯାଇଥିଲା। ଏ […]
Read More...

Advertisement