space news
ବିଶ୍ବ 

ମହାକାଶରେ ସଫା ହେବ ପୋଷାକ !

ମହାକାଶରେ ସଫା ହେବ ପୋଷାକ ! ମହାକାଶରେ ପ୍ରତିଦିନ କିଛି ନା କିଛି ନୂଆ ଗବେଷଣା କରାଯାଉଛି । ଯେଉଁ ଗବେଷଣା କାରଣରୁ ଅନେକ ଭିନ୍ନଭିନ୍ନ ତଥ୍ୟ ସାମନାକୁ ଆସୁଛି । ଏଥର ଜିରୋ ଗ୍ରାଭିଟିରେ ଅନେକ ଗବେଷଣା ହେବାକୁ ଅଛି । ସ୍ପେସ୍‌ ଷ୍ଟେସନ୍‌ରେ ପୋଷାକ ସଫା ହୋଇପାରିବ କି ନାହିଁ ତାକୁ ନେଇ ଗବେଷଣା କରାଯିବ । ଏହି ମିଶନ ପ୍ରଥମ ଘରୋଇ ମିଶନ ଯେଉଁଥିରେ ମହାକାଶଚାରୀ ମାନେ ସ୍ପେସ୍‌ରେ ରହି ଗବେଷଣା କରିବେ । ଏହି ଅଭିଯାନ ୮ଦିନ ପାଇଁ […]
Read More...
ବିଶ୍ବ 

ଇତିହାସ କଲା ‘ସ୍ପେସ୍‌ ଏକ୍ସ’ ଯାନ: ମହାକାଶ ଯାତ୍ରା କଲେ ୪ଜଣ ସାଧାରଣ ନାଗରିକ

ଇତିହାସ କଲା ‘ସ୍ପେସ୍‌ ଏକ୍ସ’ ଯାନ: ମହାକାଶ ଯାତ୍ରା କଲେ ୪ଜଣ ସାଧାରଣ ନାଗରିକ ଆମେରିକା: ସେପ୍‌ଟେମ୍ବର ୨୦: ପ୍ରଥମ ଥର ପାଇଁ ୪ଜଣ ସାଧାରଣ ନାଗରିକ ମହାକାଶ ଯାତ୍ରା କରିଛନ୍ତି । ସେମାନେ ‘ସ୍ପେସ୍‌ ଏକ୍ସ’ ଯାନ ମଧ୍ୟରେ ମହାକାଶରେ ତିନି ଦିନ ବିତାଇ ଇତିହାସ ସୃଷ୍ଟି କରିଛନ୍ତି । ଏହାପୂର୍ବରୁ କେବଳ ବୈଜ୍ଞନିକ ଓ ମହାକାଶ ଗବେଷକମାନେ ମହାକାଶରେ ଦିନ ବିତାଇଥିଲେ । ସାରାଦୁନିଆରେ ଏ ହେଉଛି ପ୍ରଥମ ଘଟଣା । Crew of @Inspiration4x – first all-civilian human spaceflight to orbit – returns to […]
Read More...
ବିଶ୍ବ 

ମହାକାଶରେ ଧାନଚାଷ

ମହାକାଶରେ ଧାନଚାଷ ଦିଲ୍ଲୀ: ଜୁଲାଇ ୧୯: ଚୀନ ସର୍ବଦା ନୂଆ ନୂଆ ରେକର୍ଡ ସୃଷ୍ଟି କରିବା ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଆଉ ଏବେ ମହାକାଶରେ ଧାନ ଚାଷ କରିଥିବା ଚୀନ ଦାବି କରିଛି । ମହାକାଶରେ ଏହା ହୋଇଥିବାରୁ ଚୀନ ସ୍ପେସ୍‌ ରାଇସ୍‌ ନାଁ ଦେଇଛି । ଚୀନ ଏହାର ପ୍ରଥମ ଫସଲ ପୃଥିବାକୁ ଆଣିଛି ବୋଲି ମଧ୍ୟ ସୂଚନା ଦେଇଛି । ଚୀନର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ସ୍ପେସ୍‌ ଚାଉଳକୁ ସ୍ୱର୍ଗର ଚାଉଳ ବୋଲି […]
Read More...

Advertisement