SP Khurda
ଓଡ଼ିଶା 

ଖୋର୍ଦ୍ଧା ଏସ୍‌ପିଙ୍କୁ କରୋନା: ରହିଲେ ହୋମ ଆଇସୋଲେସନରେ

ଖୋର୍ଦ୍ଧା ଏସ୍‌ପିଙ୍କୁ କରୋନା: ରହିଲେ ହୋମ ଆଇସୋଲେସନରେ ଭୁବନେଶ୍ୱର : ଅଗଷ୍ଟ ୬:ଖୋର୍ଦ୍ଧା ପୋଲିସ ଏସପିଙ୍କୁ କରୋନା । ସ୍ୱାବ୍‌ ଟେଷ୍ଟ ପରେ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁଙ୍କର କୋଭିଡ୍‌ -୧୯ ପଜିଟିଭ୍‌ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । କରୋନା ପଜିଟିଭ୍‌ ଜଣାପଡିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହୋମ ଆଇସୋଲେସନରେ ରହିଥିବା କହିଛନ୍ତି । ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲା, ହେଲେ ପୂର୍ବରୁ ତାଙ୍କ ଅଫିସର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା […]
Read More...

Advertisement