southeast Bay of Bengal
ଓଡ଼ିଶା  ପାଣିପାଗ 

ବାତ୍ୟା ସିତ୍ରାଙ୍ଗ ହେଲା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ

ବାତ୍ୟା ସିତ୍ରାଙ୍ଗ ହେଲା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ସିତ୍ରାଙ୍ଗ ଓଡ଼ିଶାକୁ ଛୁଇଁପାରିବ ନାହିଁ ବୋଲି ଆଜି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି । ତେବେ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇ ୨୫ ତାରିଖ ସୁଦ୍ଧା ସେଠାରେ ମାଡ଼ ହୋଇପାରେ । ହେଲେଆସନ୍ତା କାଲି ସୁଦ୍ଧା ଲଘୁଚାପ ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାରି ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାରେ ସମ୍ଭାବନା ରହିଛି […]
Read More...

Advertisement