south film industry
ମନୋରଞ୍ଜନ 

ଦକ୍ଷିଣ ଅଭିନେତା ପୁନୀତଙ୍କ ପରଲୋକ

ଦକ୍ଷିଣ ଅଭିନେତା ପୁନୀତଙ୍କ ପରଲୋକ ବାଙ୍ଗାଲୋର: ଅକ୍‌ଟୋବର ୨୯: କନ୍ନଡ ସିନେମାର ଲୋକପ୍ରିୟ ଅଭିନେତା ପୁନୀତ ରାଜକୁମାରଙ୍କର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ତାଙ୍କୁ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି । ଟୁଇଟ୍‌ରେ ଲେଖିଛନ୍ତି ଯେ, ଏହା କହିବାକୁ ଦୁଃଖ ଲାଗୁଛି କି […]
Read More...
ମନୋରଞ୍ଜନ 

ଭାଗ୍ୟ ବଦଳାଇଲା ଶିବଗାମୀ ରୋଲ୍‌

ଭାଗ୍ୟ ବଦଳାଇଲା ଶିବଗାମୀ ରୋଲ୍‌ ମୁମ୍ବାଇ: ସେପ୍‌ଟେମ୍ବର ୧୫: ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ରେ ଶିବଗାମୀଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ରାମ୍ୟା କୃଷ୍ଣନ ୫୧ ବର୍ଷରେ ପଦାର୍ପଣ କରିଛନ୍ତି । ଚେନ୍ନାଇରେ ଜନ୍ମିତା ରାମ୍ୟା ସାଉଥ୍‌ ସହ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ସେ ତାଙ୍କ କ୍ୟାରିଅରର ଆରମ୍ଭ ମାତ୍ର ୧୪ ବର୍ଷ ବୟସରେ ତାମିଲ ଫିଲ୍ମ ଭେଲ୍ଲଇ ମନାସୁରୁ କରିଥିଲେ । ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ କରିବା ପରେ […]
Read More...

Advertisement