sonepure news
ଜିଲ୍ଲା 

ସୋନପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ

ସୋନପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ ସୋନପୁର: ଅକ୍‌ଟୋବର ୨୮: ସୁବର୍ଣ୍ଣପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ ଜାରି ରହିଛି । ସହରର ମୁଖ୍ୟ ରାସ୍ତାରେ ଲାଠି ଧରି ନିଜେ ଗାଈ ଗୋରୁ ଘଉଡ଼ାଇ ଜନ ସାଧାରଣଙ୍କୁ ସଚେତନ କରାଉଛନ୍ତି ପ୍ରଶାସନିକ ଅଧିକାରୀ ଓ ସେ୍ୱଛାସେବୀ । ଏହାସହିତ ଦୁର୍ଘଟଣା ମୁକ୍ତ ସହର, ଜିଲ୍ଲା ଗଢିବା ପାଇଁ ସଚେତନତା ବାର୍ତ୍ତା ମଧ୍ୟ ଦେଉଛନ୍ତି । ରାସ୍ତାକୁ ଗାଈଗୋରୁ ଆଦୌ ନ ଛାଡି ନିଜେ ସୁରକ୍ଷିତ ରହି ଅନ୍ୟଙ୍କୁ ସୁରକ୍ଷିତ ରଖିବାକୁ […]
Read More...
ଜିଲ୍ଲା 

ଏନଫୋର୍ସମେଣ୍ଟ ସ୍କ୍ୱାଡ ଚଢ଼ାଉ : ୩୨ କେଜି ବାସି ଖାଦ୍ୟ ନଷ୍ଟ

ଏନଫୋର୍ସମେଣ୍ଟ ସ୍କ୍ୱାଡ ଚଢ଼ାଉ : ୩୨ କେଜି ବାସି ଖାଦ୍ୟ ନଷ୍ଟ ସୋନପୁର : ଗତକାଲି ଫୁଡ୍ସ ଏନେ®ାର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ସୋନପୁର ସହରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ରାସ୍ତାପାର୍ଶ୍ୱ ଠେଲା ଦୋକାନରେ ଚଉ କରାଯାଇଛି । ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଉ କରାଯାଇଥିଲା । ସହରର ବିଭିନ୍ନ ଅଞ୍ଚଳର ୨୫ଟି ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନର ଖାଦ୍ୟ ନମୁନା ଯାଞ୍ଚ କରାଯାଇଥିଲା । ଏହି ଟିମ ସେହି ସବୁ ରେଷ୍ଟୁରାଣ୍ଟର ୩୨ କେଜି ବାସି ଖାଦ୍ୟ […]
Read More...

Advertisement