SONALI FOGAT
ଦେଶ- ବିଦେଶ  ଅପରାଧ 

ସନ୍ଦେହ ଘେରରେ ସୋନାଲି ଫୋଗଟ ଙ୍କ ମୃତ୍ୟୁ ,ପି.ଏ.ଗିରଫ

ସନ୍ଦେହ ଘେରରେ ସୋନାଲି ଫୋଗଟ ଙ୍କ ମୃତ୍ୟୁ ,ପି.ଏ.ଗିରଫ ପ୍ରସିଦ୍ଧ ଟିକଟକ କୁଇନ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ଙ୍କର ଆକସ୍ମିକ ମୃତ୍ୟୁ କୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରି ନାହାନ୍ତି I ସୋନାଲି ଫୋଗଟଙ୍କ ମୃତ୍ୟୁ କୁ ଏକ ଷଡଯନ୍ତ୍ର ବୋଲି ଦର୍ଶାଇ ପରିବାର ଲୋକ ସିବିଆଇ ତଦନ୍ତ ଦାବି କରିଛନ୍ତି I ଦୁଇ ଦିନିଆ ବିଜ୍ଞାପନ ସୁଟିଂ କାମରେ ସୋନାଲି ପୁନେ ଯାଇଥିଲେ I ସୋମବାର ରାତିରେ ସେଠାରେ ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା […]
Read More...

Advertisement