Social Distancing
Feature 

ମହୁମାଛି ବି ରଖନ୍ତି ସାମାଜିକ ଦୂରତା

ମହୁମାଛି ବି ରଖନ୍ତି ସାମାଜିକ ଦୂରତା ଆଜିକାଲି ସାମାଜିକ ଦୂରତା ଶବ୍ଦ ସମସ୍ତଙ୍କ ପାଇଁ ବେଶ ପରିଚିତ ହୋଇସାରିଛି । କରୋନା ଭଳି ମହାମାରୀରୁ ବଞ୍ଚିବା ପାଇଁ ମଣିଷ ଏହାକୁ ଅସ୍ତ୍ର ଭଳି ବ୍ୟବହାର କରୁଛି । ତେବେ କେବଳ ମଣିଷ ନୁହେଁ ମହୁମାଛିମାନେ ମଧ୍ୟ ନିଜ ନିଜ ଭିତରେ ସାମାଜିକ ଦୂରତା ରଖିଥାଆନ୍ତି । କଥାଟି ଶୁଣିବାକୁ ଅଜବ ଲାଗିଲେ ବି ସତ । ତେବେ ଏଭଳି ଦାବି ଲଣ୍ଡନ ବିଶ୍ୱବିଦ୍ୟାଳୟ ସହ ଇଟାଲିର ସସାରି ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ପ୍ରକାଶ ପାଇଛି […]
Read More...
ଓଡ଼ିଶା 

ନଭେମ୍ବରରୁ ୟୁଜି ଓ ପିଜି ପାଠପଢା ଆରମ୍ଭ

ନଭେମ୍ବରରୁ ୟୁଜି ଓ ପିଜି ପାଠପଢା ଆରମ୍ଭ ଭୁବନେଶ୍ୱର: ଅକ୍‌ଟୋବର ୨୭: ଆସନ୍ତା ମାସ ୧ ତାରିଖରୁ ୟୁଜି ବା ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରଙ୍କ କ୍ଲାସ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ରୁ ପିଜି ବା ସ୍ନାତକତ୍ତୋର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେଉଛି । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର । କରୋନା କଟକଣା ସହ ପାଠପଢା ଆରମ୍ଭ କରିବାକୁ ଚିଠିରେ କୁହାଯାଇଛି । କଲେଜକୁ ଆସୁଥିବା […]
Read More...

Advertisement