sital sasthi yatra in Odisha
ଜିଲ୍ଲା 

ଶଗଡେଶ୍ୱର ଶୀତଲଷଷ୍ଠୀ ଯାତ୍ରା ପ୍ରସ୍ତୁତି ବୈଠକ

ଶଗଡେଶ୍ୱର ଶୀତଲଷଷ୍ଠୀ ଯାତ୍ରା ପ୍ରସ୍ତୁତି ବୈଠକ ଜମନକିରା : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ଶଗଡେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ସୋମବାର ପ୍ରସ୍ତୁତି ବୈଠକ ବାବା ମଠରେ ଅନୁଷ୍ଠିତ ହୋଇଯାଇଛି । ନୃପଲାଲ ପଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଧୁମଧାମରେ ଯାତ୍ରା କରିବାକୁ ଆଲୋଚନା ହୋଇଥିଲା । ଚଳିତ ବର୍ଷ ମାତା ପାର୍ବତୀଙ୍କ ପିତା ମାତା ଭାବେ କୁସମୀ ଗ୍ରାମର ଅଜୟ ବେହେରା ଓ ଧର୍ମପତ୍ନୀ କାଦମ୍ବିନୀ ବେହେରା ମନୋନୀତ ହୋଇଥିବା ବେଳେ ବାବା ଶଗଡେଶ୍ୱରଙ୍କ ପିତା ମାତା ଭାବରେ ଲାଇଡଝଗୁନା […]
Read More...

Advertisement