SHWETA DEATH CASE IN ODISHA
ଓଡ଼ିଶା  ଅପରାଧ 

ଶ୍ଵେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଗିରଫ

ଶ୍ଵେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଗିରଫ ଭୁବନେଶ୍ୱର : ଭୂବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ୍‌ଙ୍କୁ ଗିରଫ କରାଯାଇଛି । ବରେଇପାଲ୍ଲୀ ଥାନାରେ ଔପଚାରିକତା ସାରିବା ପରେ ସୌମ୍ୟଜିତ୍‌ଙ୍କୁ ସମ୍ବଲପୁରରୁ ଭୁବନେଶ୍ୱରକୁ ଅଣାଯାଉଛି। ସୂଚନାନୁସାରେ, ୨୦୨୨ ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଇନଫୋସିଟି ଗାର୍ଡେନ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କ ମୃତଦେହ ମିଳିଥିଲା। […]
Read More...

Advertisement