shelly oberoi election-aap-councillors-delhi-mayor
ରାଜନୀତି  ଦେଶ- ବିଦେଶ 

ଆପ ର ଶେଲୀ ଓବରାୟ ହେଲେ ଦିଲ୍ଲୀର ନୂତନ ମେୟର

ଆପ ର ଶେଲୀ ଓବରାୟ ହେଲେ ଦିଲ୍ଲୀର ନୂତନ ମେୟର ନୂଆଦିଲ୍ଲୀ : ରାଜଧାନୀ ନୁଆଦିଲ୍ଲୀକୁ ମିଳିଲା ନୂତନ ମେୟର I ଆପ ଦଳର ଶୈଲୀ ଓବରାୟ ହୋଇଛନ୍ତି ଦିଲ୍ଲୀର ନୂଆ ମେୟର I ଆଜି ରାଜଧାନୀ ନୂଆଦିଲ୍ଲୀ ପାଇଁ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଶୈଳୀ ଓବରାୟଙ୍କୁ ୧୫୦ ଭୋଟ ମିଳିଛି I ଶୈଲୀ ଓବରାୟ ହେଉଛନ୍ତି ଦିଲ୍ଲୀର ପଟେଲ ନଗର ବିଧାନସଭାର ୱାର୍ଡ ନମ୍ବର ୮୬ ର ଜଣେ କାଉନସିଲର। ୩୯ ବର୍ଷର ଶିଲି ଓବରୋଇ, ବୃତ୍ତିରେ ଜଣେ ପିଏଚଡି ଧାରୀ ପ୍ରଫେସର । […]
Read More...

Advertisement