shamita seti
ଅପରାଧ 

ଶିଳ୍ପାଙ୍କ ମାଙ୍କ ନାଁରେ ୱାରେଣ୍ଟ ଜାରି

ଶିଳ୍ପାଙ୍କ ମାଙ୍କ ନାଁରେ ୱାରେଣ୍ଟ ଜାରି ନୂଆଦିଲ୍ଳୀ: ମାର୍ଚ୍ଚ ୧୬: ଶିଳ୍ପା ସେଟ୍ଟୀଙ୍କ ପରିବାରରେ ବିବାଦ ଥମିବାର ନାଁ ଧରୁନି। ଶିଳ୍ପା ସେଟ୍ଟୀଙ୍କ ମା ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ ପରିବାରରୁ କୌଣସି ବୟାନ ସାମ୍ନାକୁ ଆସି ନାହିଁ। ତାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କା ଋଣ ସୁଝି ନପାରିବା ମାମଲାରେ ମୁମ୍ବାଇର ଏକ କୋର୍ଟ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରିଛନ୍ତି। ମେଟ୍ରୋପଲିଟନ୍ […]
Read More...
ମନୋରଞ୍ଜନ 

ବିଗବସ ୱିନର ହେଲେ ତେଜସ୍ୱୀ ପ୍ରକାଶ

ବିଗବସ ୱିନର ହେଲେ ତେଜସ୍ୱୀ ପ୍ରକାଶ ନୂଆଦିଲ୍ଳୀ: ଜାନୁଆରୀ ୩୧: କଲର୍ସ ଟିଭିର ଲୋକପ୍ରିୟ ଶୋ ବିଗ୍ବସ୍ ତାର ବିଜେତା ଘୋଷଣ। କରିଛି । ସମସ୍ତଙ୍କୁ ଟକ୍କର ଦେଇ ଅଭିନେତ୍ରୀ ତେଜସ୍ୱୀ ପ୍ରକ।ଶ ବିଗ ବସ୍ ସିଜିନ-୧୫ର ବିଜେତ। ହୋଇଛନ୍ତି । ଫ।ଇନ।ଲ ଦୌଡ଼ରୁ କରଣ କୁନ୍ଦ୍ର। ଏବଂ ଶମିତ। ଶେଟ୍ଟୀ ଉଭୟ ବ।ହ।ରି ଯ।ଇଥିଲେ ଏବଂ ଫ।ଇନ।ଲ୍ ମ୍ୟ।ଚ୍ ତେଜସ୍ୱୀ ଏବଂ ପ୍ରତୀକ ମଧ୍ୟରେ ଟକ୍କର ହୋଇଥିଲ। । ଫ।ଇନ।ଲ ଦୌଡରେ ପ୍ରତୀକଙ୍କୁ ପଛରେ ପକ।ଇ ବିଗ୍ ବସ୍-୧୫ ଫ।ଇନ।ଲ୍ ତେଜସ୍ୱୀ ପ୍ରକ।ଶ […]
Read More...

Advertisement