shah
ଜିଲ୍ଲା  ଦେଶ- ବିଦେଶ 

ଶାହଙ୍କ ‘ସାଙ୍ଗମା ସରକାର ଦୁର୍ନୀତିଗ୍ରସ୍ତ’ ଟିପ୍ପଣୀ ପାଇଁ ତାଙ୍କୁ ଜେରା କରାଯାଉ : କଂଗ୍ରେସ

ଶାହଙ୍କ ‘ସାଙ୍ଗମା ସରକାର ଦୁର୍ନୀତିଗ୍ରସ୍ତ’ ଟିପ୍ପଣୀ ପାଇଁ ତାଙ୍କୁ ଜେରା କରାଯାଉ : କଂଗ୍ରେସ ନୂଆଦିଲ୍ଲୀ, ୨୩/୩ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିକଟରେ ଦେଇଥିବା ‘ସାଙ୍ଗମା ସରକାର ସବୁଠୁ ଦୁର୍ନୀତିଗ୍ରସ୍ତ’ ଟିପ୍ପଣୀ ପାଇଁ ତାଙ୍କୁ ଜେରା କରାଯାଉ। କଂଗ୍ରେସ ଆଜି ଏନେଇ ସିବିଆଇକୁ ଚିଠି‌ ଲେଖିଛି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଆଜି ସିବିଆଇ ମୁଖ୍ୟ ସୁବୋଧ କୁମାର ଜୟସ୍ବାଲଙ୍କୁ ଉକ୍ତ ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଶାହ ‌ଯେଉଁ ଅଭିଯୋଗ କରିଥିଲେ ତା’ର ତଦନ୍ତ କରିବାକୁ ର‌‌ମେଶ ଅନୁରୋଧ କରିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ ଶାହ ଗତମାସରେ ଏକ […]
Read More...

Advertisement