Senior bjp leader goes to manipur
ଦେଶ- ବିଦେଶ 

ମଣିପୁରରେ ସରକାର ଗଠନ ନେଇ ବରିଷ୍ଠ ବିଜେପି ନେତାଙ୍କ ବୈଠକ

ମଣିପୁରରେ ସରକାର ଗଠନ ନେଇ ବରିଷ୍ଠ ବିଜେପି ନେତାଙ୍କ ବୈଠକ  ଇମ୍ଫାଲ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ଏବଂ ବିଜେପି ଉତ୍ତରପୂର୍ବ ପ୍ରଭାରୀ ସମ୍ବିତ ପାତ୍ର ଏବେ  ମଣିପୁର ଗସ୍ତରେ ଅଛନ୍ତି। ମଣିପୁରର ରାଜନୈତିକ ଏବଂ ସାଂଗଠନିକ ସ୍ଥିତି ସମୀକ୍ଷା କରିବାପାଇଁ ଏବଂ ରାଷ୍ଟ୍ରପତି ଶାସନ ସମୟ ପରିବର୍ଦ୍ଧିତ ହେବା ପୂର୍ବରୁ ସରକାର ଗଠନର ସମ୍ଭାବନା ସଂକ୍ରାନ୍ତରେ ଏହି ଗସ୍ତ କରାଯାଇଛି। ଗସ୍ତ ଅବସରରେ...
Read More...

Advertisement