selfie death in Odisha
ଜିଲ୍ଲା 

ସେଲ୍‌ଫି ଉଠାଉଥିବା ବେଳେ ଲାଗିଗଲା କରେଣ୍ଟ

ସେଲ୍‌ଫି ଉଠାଉଥିବା ବେଳେ ଲାଗିଗଲା କରେଣ୍ଟ ବଲାଙ୍ଗିର : ଟିକିଏ ଅସାବଧାନତା ଯୋଗୁ ଜଣେ ଯୁବକ ଏବେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି । ଆଉ ତାଙ୍କର ଏଭଳି ଅବସ୍ଥା ହୋଇଛି ରେଳ ଷ୍ଟେସନରେ ସେଲ®ି ନେବା ବେଳେ ଜୀବନ ଯାଇଛି । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲେୱ ଷ୍ଟେସନରେ ଘଟିଛି । ଗୁରୁତର ଆହତ ଏହି ଯୁବକଙ୍କ ନାମ ଦୀପକ ମେହେର । ତାଙ୍କୁ ୨୦ ବର୍ଷ ହୋଇଛି । ତାଙ୍କ ଘର ସୋନପୁର ଜିଲ୍ଲା ଖରଜୁରା ଗାଁରେ । […]
Read More...

Advertisement