sekh hasina thanked modi
ଦେଶ- ବିଦେଶ 

ମୋଦିଙ୍କୁ ଧନ୍ୟବାଦ ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ମୋଦିଙ୍କୁ ଧନ୍ୟବାଦ ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ବାଂଲାଦେଶର ୯ ଜଣ ନାଗରିକଙ୍କୁ ୟୁକ୍ରେନରୁ ନିଜ ଦେଶ ଫେରାଇ ଆଣିଥିବାରୁ ଭାରତୀୟ ପ୍ରତିପକ୍ଷଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଶେଖ ହାସିନା । ଦୁଇ ସପ୍ତାହ ପୂର୍ବେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଦିନଠାରୁ ଭାରତ ପାକିସ୍ଥାନ, ନେପାଳ ଏବଂ ଟ୍ୟୁନିସିଆ ସମେତ ଅନ୍ୟାନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିଛି। ସୂତ୍ରରୁ ପ୍ରକାଶ ଯେ ଆସମା ଶାଫିକ୍ ନାମକ ଜଣେ ଝିଅକୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ ଏବଂ ବର୍ତ୍ତମାନ ସେ ନିଜ ପରିବାର […]
Read More...

Advertisement