Scheduled Tribe
ଜିଲ୍ଲା 

ଅନ୍ଧ ବିଶ୍ୱାସ ବାଧକ ସାଜିଲା ବାପ-ପୁଅ ସମ୍ପର୍କରେ

ଅନ୍ଧ ବିଶ୍ୱାସ ବାଧକ ସାଜିଲା ବାପ-ପୁଅ ସମ୍ପର୍କରେ ବରଗଡ଼: ଅକ୍‌ଟୋବର ୨୧: ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ମଣିଷ । ମାନବ ଚନ୍ଦ୍ର ପୃଷ୍ଠରେ ନିଜର ସ୍ଥିତି ଜାହିର କରିବାକୁ ପ୍ରତିଯୋଗିତା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ମଣିଷକୁ ସମାଜରୁ ବାସନ୍ଦ କରିବା ଏକବିଂଶ ଶତାବ୍ଦୀର ଆଧୁନିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ଧ ବିଶ୍ୱାସର ବସବର୍ତ୍ତୀ ହୋଇ ଗ୍ରାମବାସୀ ପୁଅକୁ ବାଧ୍ୟ କରିଛନ୍ତି, ତାଙ୍କ ଜନ୍ମ କଲା ବାପାକୁ ଛାଡ଼ିବା ପାଇଁ । […]
Read More...

Advertisement