sara khan dating a pilot
ମନୋରଞ୍ଜନ 

ବିବାହ କରିବେ ଟେଲିର କଣ୍ଟ୍ରୋଭର୍ସି କ୍ୟୁନ୍‌ ସାରା ଖାନ୍‌

ବିବାହ କରିବେ ଟେଲିର କଣ୍ଟ୍ରୋଭର୍ସି କ୍ୟୁନ୍‌ ସାରା ଖାନ୍‌ ମୁମ୍ବାଇ: ଜୁଲାଇ ୧୪: ବହୁ ପପୁଲାର ଶୋ ସପନା ବାବୁଲ କା ବିଦାୟିର ଅଭିନେତ୍ରୀ ସାରା ଖାନ ଏବେ ଖୁବ୍‌ ଚର୍ଚ୍ଚାରେ । ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ଏବେ ଅଭିନେତ୍ରୀଙ୍କ ବିଷୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ସେ ଏବେ ଜଣେ ପାଇଲଟଙ୍କୁ ଡେଟ କରୁଛନ୍ତି । ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ପ୍ରଶଂସକମାନେ ଉଭୟଙ୍କ କେମେଷ୍ଟ୍ରିକୁ […]
Read More...

Advertisement