sanjay rawat
ରାଜନୀତି  ଅପରାଧ 

ଇଡିର ରାଡାରରେ ସାଂସଦ ସଞ୍ଜୟ ରାୱତ

ଇଡିର ରାଡାରରେ ସାଂସଦ ସଞ୍ଜୟ ରାୱତ ନୂଆଦିଲ୍ଲୀ: ଜୁନ ୨୮: ସାଂସଦ ସଞ୍ଜୟ ରାୱତଙ୍କୁ ଇଡିର ନୋଟିସ୍‌ । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସଞ୍ଜୟ ରାୱତଙ୍କୁ ଇଡି ପକ୍ଷରୁ ନୋଟିସ୍‌ ଆସିଛି । ଆଜି ଅଫିସରେ ହାଜର ହେବାକୁ ଇଡି ପକ୍ଷରୁ ଶିବସେନା ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ପ୍ରବୀଣ ରାୱତ ଏବଂ ପାତ୍ରା ଚାୱଲଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଦୁର୍ନୀତିରେ ପ୍ରାୟ ୧୦୩୪ କୋଟି ଟଙ୍କାର […]
Read More...
ରାଜନୀତି 

ନିଜ ଗାଦି ଛାଡିବେନି ଠାକରେ

ନିଜ ଗାଦି ଛାଡିବେନି ଠାକରେ ନୂଆଦିଲ୍ଲୀ: ଜୁନ ୨୫: ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେବେନାହିଁ ବରଂ ସେନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବ ବୋଲି ଆଜି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଏବଂ ବିଦ୍ରୋହୀ ସେନା ବିଧାୟକଙ୍କ ଅଫିସ ଭଙ୍ଗାରୁଜା ହେଉଥିବା ରିପୋର୍ଟ ଆସିବା ପରେ ଗଣମାଧ୍ୟମକୁ ରାଉତ କହିଛନ୍ତି, ଏହା ହେଉଛି ଶିବ ସୈନିକମାନଙ୍କ କ୍ରୋଧ । ଥରେ ନିଆଁ ଲାଗିଲେ ଲିଭିବ ନାହିଁ । ଶିବସେନା ଶେଷ […]
Read More...

Advertisement