Samir Ranjan Dash
ଓଡ଼ିଶା 

ସଠିକ୍‌ ସମୟରେ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ହେବ: ଗଣଶିକ୍ଷାମନ୍ତ୍ରୀ

ସଠିକ୍‌ ସମୟରେ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ହେବ: ଗଣଶିକ୍ଷାମନ୍ତ୍ରୀ ଭୁବନେଶ୍ୱର: ଜାନୁଆରୀ ୨୪: ଗତ କିଛି ଦିନର କରୋନା ସ୍ଥିତିକୁ ଲକ୍ଷ୍ୟ କଲେ, ରାଜ୍ୟରେ ସଂକ୍ରମଣ ତଳମୁହାଁ ହେଉଛି । ଏଣୁ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ସଠିକ୍‌ ସମୟରେ ହେବ ବୋଲି ଆଜି ସାମ୍ବାଦିକମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ଲାଗି ସଜାଗ ରହିବାକୁ ନେଇ ସେ କହିଛନ୍ତି , ସଠିକ ସମୟରେ ପରୀକ୍ଷା କରାଇବା ଓ ରେଜଲ୍‌ଟ ବାହାର କରିବା ନେଇ ବିଭାଗ […]
Read More...

Advertisement