sambalpur sp
ଜିଲ୍ଲା  ଅପରାଧ 

୧୨୪ କୋଚି ଟଙ୍କା ଠକି ଧରାପଡିଲେ ଅଭିଯୁକ୍ତ

୧୨୪ କୋଚି ଟଙ୍କା ଠକି ଧରାପଡିଲେ ଅଭିଯୁକ୍ତ ସମ୍ବଲପୁର: ଅପ୍ରେଲ ୧୮: ସମ୍ବଲପୁରରେ ଠକିନେଲେ ୧୨୪ କୋଟି ଟଙ୍କା । ୧୨୪ କୋଟି ଡିଏସଟି ଠକେଇ ମାମଲାରେ ୪ ଗିରଫ । ଏହି ଅଭିଯୁକ୍ତଙ୍କୁ ରାଉରକେଲାରୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୋଲିସ । ଏଥିରେ ସାମିଲ ଅଛନ୍ତି ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ।ଅର୍ବାନ କୋପରେଟିଭ ବ୍ୟାଙ୍କ ରାଉରକେଲା ଶାଖାର ୨ କର୍ମଚାରୀ ମଧ୍ୟରେ ଅଛନ୍ତି ବ୍ୟାଙ୍କର ସହକାରୀ ପରିଚାଳକ ଓ ଜଣେ ବରିଷ୍ଠ କିରାଣି । ଏମାନେ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କ […]
Read More...

Advertisement