Salt
ଓଡ଼ିଶା 

ନବରଙ୍ଗପୁରରେ ଲୁଣ ଗୁଜବ: ଗିରଫ ହେଲେ ୬

ନବରଙ୍ଗପୁରରେ ଲୁଣ ଗୁଜବ: ଗିରଫ ହେଲେ ୬ Edited by Papu Mohanty ଭୁବନେଶ୍ୱର : May 12: ଗୁଜବ ସୃଷ୍ଟି କଲେ ଗିରଫ ହେବା ନେଇ କଡା ଆଇନ ଥିଲାବେଳେ ନବରଙ୍ଗପୁରରେ ଆଜି ଗୁଜବ ସୃଷ୍ଟି ଅଭିଯୋଗରେ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏମାନେ ବଜାରରେ ଲୁଣ ଅଭାବ ନେଇ ଗୁଜବ ସୃଷ୍ଟି କରିଥିଲେ । ସଂପ୍ରତି କରୋନା କଟକଣାକୁ ନେଇ ଲୋକେ ଅଡୁଆରେ ରହିଛନ୍ତି । ଏହି ପରିସ୍ଥିତିରେ ଅଭିଯୁକ୍ତମାନେ ଲୁଣର ଅଭାବ ପ୍ରଚାର କରିବା ଫଳରେ ଲୁଣ କିଣିବା ପାଇଁ […]
Read More...

Advertisement