Salman Khan
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପରଦାକୁ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଦବଙ୍ଗ ୪
Published On
By Samaya Live
ମୁମ୍ବାଇ: ଜୁଲାଇ ୦୮: ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ଙ୍କ ଆଗକୁ ଆସୁଛି ଅନେକ ଫିଲ୍ମ । ସେହି ଲିଶଫରେ ସାମିଲ୍ ଅଛି ଟାଇଗର୍ ୩, ନୋ ଏଣ୍ଟ୍ରି ୨ ଓ କଭି ଇଦ୍ କଭି ଦିୱାଲୀ ଭଳି ଇଣ୍ଟ୍ରେଷ୍ଟିଙ୍ଗ୍ ସିନେମା । ତେବେ ବଜରଙ୍ଗୀ ଭାଇଜାନ୍ -୨ ମଧ୍ୟ ଆଗକୁ ଆସିପାରେ ବଡ ପରଦାରେ । ହେଲେ ଏ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । କି;ୁ ଏ ସବୁ ଖବର ଭିତରେ ଏକ ବଡ […]
ଏକା ସାଙ୍ଗରେ ପରଦାରେ ଆସିବେ ସଲମାନ୍ ଓ ସାହାରୁଖ୍
Published On
By Samaya Live
ମୁମ୍ୱାଇ: ଜୁଲାଅ ୦୫: ବଲିଉଡର ଦୁଇ ସୁପରଷ୍ଟାର ସଲମାନ୍ ଖାନ୍ ଏବଂ ଶାହରୁଖ ଖାନଙ୍କ ନାଁରେ ବଲିଉଡ ଜଣାଶୁଣା କହିଲେ ଚଳେ । ଏହି ଦୁଇ ଅଭିନେତା ଏବେ ସେମାନଙ୍କ ଫ୍ୟାନ୍ସଙ୍କୁ ସର୍ପ୍ରାଇଜ୍ ଦେବାକୁ ଯାଉଛନ୍ତି । କାରଣ ଗୋଟିଏ ଫିଲ୍ମରେ ଦୁଇ ଅଭିନେତା ଅଭିନୟ କରିବାକୁ ଯାଉଛନ୍ତି । ଏହାର ନାମ ପଠାନ୍ ଆଣ୍ଡ୍ ଟାଇଗର୍ ୩ ରହିଛି । ମିଳିଥିବା ସୂଚନା ଅନୁସାରେ ସଲମାନ୍ ଏବଂ ଏସ୍ଆର୍କେଙ୍କ ଟିମ୍ ଆଦିତ୍ୟ ଚୋପ୍ରାଙ୍କ ଲିଖିତ ଚଳଚ୍ଚିତ୍ରରେ […]
ଫିଲ୍ମରେ ଏକାଥରେ ୧୦ ଜଣଙ୍କ ସହ ରୋମାନ୍ସ କରିବେ ସଲମାନ
Published On
By Samaya Live
ମୁମ୍ବାଇ: ଜୁନ ୧୭: ବଲିଉଡରେ ଦବଙ୍ଗ ଖାନ୍ ଭାବେ ବେଶ୍ ପରିଚିତ ସଲମାନ ଖାନ୍ । ଦର୍ଶକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି । ସଲମାନଙ୍କର ଆଗକୁ ଅନେକ ଫିଲ୍ମ ଆସିବାକୁ ଯାଉଛି । କି;ୁ ନିକଟରେ ତାଙ୍କର ଏପରି ଏକ ଫିଲ୍ମ ବିଷୟରେ ସୂଚନା ମିଳିଛି ଯେଉଁଥିରେ ଜଣେ ନୁହେଁ ବରଂ ଦଶ ଜଣ ଅଭିନେତ୍ରୀ ତାଙ୍କ ସହ ନଜର ଆସିବେ । ତାହା ହେଉଛି ଫିଲ୍ମ ନୋ ଏଣ୍ଟ୍ରି । […]
ଜଣା ପଡିଲା କିଏ ଦେଇଥିଲା ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି
Published On
By Samaya Live
ମୁମ୍ବାଇ: ଜୁନ ୧୦: ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ପଛରେ କାହାର ହାତ ଅଛି ସେସମ୍ପର୍କରେ ପୋଲିସ୍ ହାତରେ ସୁରାଗ ଲାଗିଛି । ସଲମାନଙ୍କ ବାପା ସଲିମ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍ ଚିହ୍ନଟ କରିଛି । ଏହି ମାମଲାରେ ଅଭିଯୁକ୍ତ ସିଦ୍ଧେଶ ହିରାମାନ୍ କମ୍ବେଲ ଓରଫ ମହାକାଳଙ୍କୁ ଜେରା ବେଳେ ସବୁକିଛି ଖୁଲାସା ହୋଇଛି । ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି । ମୁମ୍ବାଇ […]
ପୁଣି ଅଡୁଆରେ ସଲମାନ ଖାନ୍
Published On
By Samaya Live
ମୁମ୍ବାଇ: ମାର୍ଚ୍ଚ ୨୩: ବିଭିନ୍ନ ସମସ୍ୟାରେ ପୂର୍ବରୁ ଫସିଛନ୍ତି ସଲ୍ଲìଭାଇ ଓରଫ ସଲମାନ ଖାନ୍ । ତେବେ ଏବେ ପୁଣି ଏକ ସମସ୍ୟାର ସାମ୍ନା କରୁଛନ୍ତି ଭାଇଜାନ୍ । ସୁଚନା ରହିଛି ଯେ ସଲମାନ ରାସ୍ତାରେ ଯାଉଥିବା ଅବସ୍ଥାରେ ଜଣେ ଟିଭି ସାମ୍ବାଦିକ ତାଙ୍କ ଫଟୋ ଉଠାଇବାରୁ ସଲମାନ ତାଙ୍କୁ ଦୁର୍ବ୍ୟବହାର ଦେଖାଇଥିବାରୁ ଅନ୍ଧେରୀ କୋର୍ଟ ତାଙ୍କ ନାଁରେ ଏକ ସମନ ଜାରି କରାଯାଇଛି। ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ମହମ୍ମଦ ନୱାଜ ଇକବାଲ୍ ଶୈଖଙ୍କୁ ଏପ୍ରିଲ୍ […]
ଫୁଲ ଦମରେ ଆସୁଛି ଟାଇଗର-୩
Published On
By Samaya Live
ମୁମ୍ୱାଇ: ମାର୍ଚ୍ଚ ୦୫: ପୁଣି ବଡ ପରଦାରେ ଜଲବା ଦେଖାଇବେ ସଲମାନ ଓ କ୍ୟାଟ୍। ଦମଦାର ଆକ୍ସନ ଓ ଭରପୁର ରୋମାନ୍ସ ସହ ସାମ୍ନାକୁ ଆସୁଛି ଟାଇଗର-୩ । ଦୀର୍ଘ ୫ ବର୍ଷ ପରେ ପରଦାରେ ଧମାଲ କରିବାକୁ ଫୁଲ ଦମରେ ଆସୁଛି ଟାଇଗର-୩ ।ଫିଲ୍ମରେ ଲିଡରେ ଅଛନ୍ତି ସଲମାଲ ଖାନ, କ୍ୟାଟ୍ରିନା କୈଫ । ତେବେ ଚଳିତ ଥର ଏହି ଫିଲ୍ମରେ ଏଣ୍ଟ୍ରି କରିଛନ୍ତି କିସିଂ ବୟ ଇମ୍ରାନ ହାସମୀ । ବହୁଦିନ ପରେ ଇମ୍ରାନଙ୍କୁ […]
ବିଗବସ ୱିନର ହେଲେ ତେଜସ୍ୱୀ ପ୍ରକାଶ
Published On
By Samaya Live
ନୂଆଦିଲ୍ଳୀ: ଜାନୁଆରୀ ୩୧: କଲର୍ସ ଟିଭିର ଲୋକପ୍ରିୟ ଶୋ ବିଗ୍ବସ୍ ତାର ବିଜେତା ଘୋଷଣ। କରିଛି । ସମସ୍ତଙ୍କୁ ଟକ୍କର ଦେଇ ଅଭିନେତ୍ରୀ ତେଜସ୍ୱୀ ପ୍ରକ।ଶ ବିଗ ବସ୍ ସିଜିନ-୧୫ର ବିଜେତ। ହୋଇଛନ୍ତି । ଫ।ଇନ।ଲ ଦୌଡ଼ରୁ କରଣ କୁନ୍ଦ୍ର। ଏବଂ ଶମିତ। ଶେଟ୍ଟୀ ଉଭୟ ବ।ହ।ରି ଯ।ଇଥିଲେ ଏବଂ ଫ।ଇନ।ଲ୍ ମ୍ୟ।ଚ୍ ତେଜସ୍ୱୀ ଏବଂ ପ୍ରତୀକ ମଧ୍ୟରେ ଟକ୍କର ହୋଇଥିଲ। । ଫ।ଇନ।ଲ ଦୌଡରେ ପ୍ରତୀକଙ୍କୁ ପଛରେ ପକ।ଇ ବିଗ୍ ବସ୍-୧୫ ଫ।ଇନ।ଲ୍ ତେଜସ୍ୱୀ ପ୍ରକ।ଶ […]
‘ବିଗ୍ ବସ’ରେ ରେଖା!
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୯ : ‘ବିଗ୍ ବସ’ ଦର୍ଶକଙ୍କ ପାଇଁ ଏକ ବଡ଼ ଖବର ସାମ୍ନ୍ନାକୁ ଆସିଛିି । ଭେଟେରାନ୍ ଆକ୍ଟ୍ରେସ୍ ରେଖା ବିଗ୍ବସ ରିଅଲିଟି ଶୋ’ ସିଜନ-୧୫ ସହିତ ଜଡ଼ିତ ହେଉଛନ୍ତି । ତେବେ ସେ ବିଗ୍ବସ ଘରେ ରହିବାକୁ ଆସୁନାହାନ୍ତି, ସେ ଏହି କାର୍ଯ୍ୟକ୍ରମର ପ୍ରମୋ କରୁଛନ୍ତି । ଏହାସହ ସେ ଏଥିରେ ଭଏସ୍ ଓଭର ମଧ୍ୟ କରିବେ । ଏନେଇ ରେଖା ବହୁତ ଉତ୍ସାହିତ । ସେ କହିଛନ୍ତି, ବିଗ୍ବସ ହେଉଛି ଏକ […]
ସଲମାନଙ୍କୁ ହତ୍ୟା ଷଡଯନ୍ତ୍ର, ଦୁର୍ବୁତ୍ତ ଗିରଫ
Published On
By Samaya Live
ମୁମ୍ବାଇ : ଭୁବନେଶ୍ୱର:ଅଗଷ୍ଟ ୧୯: ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଷଡଯନ୍ତ୍ର କରୁଥିବା ଦୁର୍ବୃତ୍ତକୁ ଗିରଫ କରିଛି ପୁଲିସ । ହରିୟାଣାର ଫରିଦାବାଦରେ ଏଭଳି ଘଟଣାର ପର୍ଦ୍ଦାଫାସ ହୋଇଛି । ଗିରଫ ଦୁର୍ବୃତ ହେଲା ରାହୁଲ ସାଙ୍ଗା ଓରଫ ବାବା । ପଚରାଉଚରା ବେଳେ ରାହୁଲ ସ୍ୱୀକାର କରିଛି ଯେ, ସେ ସଲମାନ ଖାନଙ୍କୁ ଧମକ ଦେଇଥିଲା, ଏପରିକି ମୁମ୍ବାଇ ସ୍ଥିତି ତାଙ୍କ ବାସଭବନକୁ ରେକି ବି କରିଥିଲା । ରାହୁଲ ହେଉଛି ହରିୟାଣା ଓ ରାଜସ୍ଥାନରେ […]

