Salia Sahi in Bhubaneswar
ଓଡ଼ିଶା 

ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ସାଲିଆସାହିକୁ ନେଇ ଚିନ୍ତା

ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ସାଲିଆସାହିକୁ ନେଇ ଚିନ୍ତା ଭୁବନେଶ୍ୱର : ଜୁନ ୬: ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଆଉ ୫ ପଜେଟିଭ୍‌ । ଏହି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ ୍ୱାରେଣ୍ଟାଇନରେ ଥିଲେ । ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର । ଏହା ଲୋକାଲ କେସ୍‌ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହୋଇଛି । ଏହା ମଧ୍ୟରେ ଆକଫିଭ କେସ୍‌ ରହିଛି ୩୨ […]
Read More...

Advertisement