sabas mithu's trailer relies
ମନୋରଞ୍ଜନ 

ବଡ ପରଦାରେ ରିଲିଜ୍‌ ହେବ ମିତାଲି ରାଜଙ୍କ ଷ୍ଟୋରୀ

ବଡ ପରଦାରେ ରିଲିଜ୍‌ ହେବ ମିତାଲି ରାଜଙ୍କ ଷ୍ଟୋରୀ ମୁମ୍ବାଇ:ଜୁନ ୨୦: ଖୁବ୍‌ ଶୀଘ୍ର ବଡ ପରଦାରେ ରିଲିଜ୍‌ ହେବ ମିତାଲି ରାଜଙ୍କ ଷ୍ଟୋରୀ । ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମ ସାବାସ୍‌ ମିଥୁରେ ମିତାଲିଙ୍କ ଭୂମିକାରେ ନଜର ଆସିବେ । ଆଜି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ କାହାଣୀ ଦର୍ଶାଯାଇଛି । ଟ୍ରେଲରରେ ଏହି କାହାଣୀ ଦେଖିବା ପରେ, ଯେକେହି ବି ଭାବପ୍ରବଣ ହେଇଯିବ । ମିତାଲି ରାଜଙ୍କ ବାୟୋପିକ୍‌ ଫିଲ୍ମ ସାବାସ୍‌ ମିଥୁର […]
Read More...

Advertisement