Russia-Ukraine war
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଜି-୨୦ ସମ୍ମିଳନୀରେ ଭାଗ ନେବେନି ପୁଟିନ
Published On
By Samaya Live
ଜାକର୍ତା: ଭାରତ ପ୍ରଥମର ପାଇଁ ଜି-୨୦(ଗ୍ରୁପ୍ ଅଫ୍ ଟେ୍ୱଣ୍ଟ) ଭଳି ବିଶ୍ୱ ଆର୍ଥିକ ସମ୍ମିଳନୀକୁ ଅଧ୍ୟକ୍ଷ କରୁଥିବାରୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଲୋଗୋ ଉନ୍ମୋଚନ କରିଥିଲେ । ଏହାକୁ ନେଇ ଦେଶବାସୀ ବେଶ୍ ଉତ୍ସୁକୁତା ରହିଛନ୍ତି । ଆସନ୍ତା ସପ୍ତାହରେ ଇଣ୍ଡୋନେସିଆର ବାଲିଠାରେ ଜି-୨୦ ଶିଖର ସମ୍ମିଳନୀ ହେବାକୁ ଯାଉଛି । ତେବେ ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେବେନାହିଁ ବୋଲି ଆଜି ଜଣେ ଇଣ୍ଡୋନେସୀୟ ସରକାରୀ ଅଧିକାରୀ ସୂଚନା […]
ଯୁଦ୍ଧ ଯୋଗୁଁ ଋଷ୍ରେ ଫସିଛି ଭାରତର କୋଟିରୁ ଅଧିକ ଟଙ୍କାର ଲାଭାଶଂ
Published On
By Samaya Live
ଦିଲ୍ଲୀ: ମେ ୨୮: ଋଷ୍ ଓ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ କେବଳ ସେହି ଦୁଇ ଦେଶ ଉପରେ ପଡ଼ୁନାହିଁ, ବରଂ ଅନ୍ୟ ଦେଶମାନଙ୍କ ଉପରେ ମଧ୍ୟ ବେଶ୍ ପଡ଼ିଛି । ଯୁଦ୍ଧ ପ୍ରଭାବରେ କେଉଁଠି ଖାଦ୍ୟାଭାବ ଦେଖାଗଲାଣି ତ’ ଆଉ କେଉଁ ଦେଶରେ ଅର୍ଥନୀତି ଦୁର୍ବଳ ହେବାକୁ ଲାଗିଲାଣି । ସେହିପରି ଭାବେ ଭାରତରେ ମଧ୍ୟ କିଛି ମାତ୍ରାରେ ଏହି ଯୁଦ୍ଧର ପ୍ରଭାବ ପଡ଼ିଛି । ଖବର ଅନୁସାରେ, ଯୁଦ୍ଧ ଯୋଗୁଁ ଋଷ୍ରେ ଭାରତର କୋଟି କୋଟି […]
ୟୁକ୍ରେନ୍କୁ ମସ୍କୋର ଧମକ: କିଭ୍ର ‘କମାଣ୍ଡ ସେଣ୍ଟର’କୁ ଉଡ଼ାଇ ଦେବୁ
Published On
By Samaya Live
ମସ୍କୋ: ଏପ୍ରିଲ ୧୪: ଋଷ୍-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ପ୍ରଖର ହେବାରେ ଲାଗିଛି । ଦୁଇ ଦେଶ ପରସ୍ପରକୁ ଆକ୍ରମଣ କରିବାରେ ବିରତି ନେଉନାହାନ୍ତି । ଋଷ୍ ଯେପରି ୟୁକ୍ରେନ୍କୁ ବଳ ଦେଖାଉଛି, ୟୁକ୍ରେନ୍ ମଧ୍ୟ ଠିକ୍ ତାହାର ଜବାବ୍ ଦେଉଛି । ତେବେ ଏହାରି ମଧ୍ୟ ମସ୍କୋ ୟୁକ୍ରେନ୍କୁ ଧମକ ଦେଇଛି । କହିଛି, ଯଦି ୟୁକ୍ରେନୀୟ ସୈନିକମାନେ ରୁଷୀୟ ଅଞ୍ଚଳରେ ଆକ୍ରମଣ ଜାରି ରଖିବେ ତେବେ ରାଜଧାନୀ କିଭ୍ରେ ଥିବା ୟୁକେନ୍୍ର କମାଣ୍ଡ୍ ‘ସେଣ୍ଟର୍’ […]
ଭାରତରୁ ଗହମ ନେବା ପାଇଁ ବିଭିନ୍ନ ଦେଶର ଲମ୍ବା ଲାଇନ୍: ପ୍ରଥମ ଧାଡ଼ିରେ ଇଜିପ୍ଟ
Published On
By Samaya Live
ଦିଲ୍ଲୀ: ମାର୍ଚ୍ଚ ୨୯: ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି । ତେଲ ଓ ଗହମର ଅଭାବ ଦେଖାଯାଇଛି । ଋଷ୍ ଓ ୟୁକ୍ରେନ୍ରୁ ଆସୁଥିବା ତେଲ ଓ ଗହମ ରପ୍ତାନୀ ବନ୍ଦ ହୋଇଯାଇଛି । ଫଳରେ ଏହି ଦୁଇ ଦେଶଙ୍କଠାରୁ ତେଲ ଓ ଗହମ ନେଉଥିବା ରାଷ୍ଟ୍ରମାଙ୍କର ଏବେ ଅଭାବ ଦେଖାଯାଇଛି । ବିଶେଷ କରି ଗହମ ଅଭାବ । ହେଲେ ଭାରତର ଗହମକୁ ନେଇ ସେତେଟା ଚିନ୍ତିତ ନୁହେଁ । କାରଣ ଭାରତ […]
ଗୁଳ ମାଡ଼ରେ ୟୁକ୍ରେନ୍ରେ ଜଣେ ଭାରତୀୟ ଛାତ୍ର ମୃତ
Published On
By Samaya Live
ନୂଆଦିଲ୍ଲୀ :ମାର୍ଚ୍ଚ ୦୧: ୟୁକ୍ରେନ୍-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧର ଆଜି ଷଷ୍ଠ ଦିନରେ ଦୁଇ ଦେଶର ବହୁ ସେନାଙ୍କ ସହିତ ସାଧାରଣ ନାଗରିକ ମୃତ ହୋଇଛନ୍ତି । ଏହା ସହିତ ମୃତୁ୍ୟସଂଖ୍ୟା ଦ୍ରୁତ ଗତିରେ ବଢିଚାଲୁଛି । ତେବେ ଯୁଦ୍ଧରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୃତୁ୍ୟବରଣ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଋଷ ସେନାର ବୋମା […]

