Russia-ukraine discussion on ceasefire
ଦେଶ- ବିଦେଶ 

ଯୁଦ୍ଧବିରତି ଅଦଳବଦଳ ନେଇ ରୁ୍‌ଷ୍‌‌ -ୟୁକ୍ରେନ ଆଲୋଚନା

ଯୁଦ୍ଧବିରତି ଅଦଳବଦଳ ନେଇ ରୁ୍‌ଷ୍‌‌ -ୟୁକ୍ରେନ ଆଲୋଚନା କିବ୍: ରୁଷ୍ ସହ ଯୁଦ୍ଧବିରତି  ନେଇ ଆଲୋଚନା ଚାଲିଛି ବୋଲି ୟୁକ୍ରେନ ରା‌ଷ୍ଟ୍ରପତି ବୋଲଡିମିର୍ ଜେଲେନସ୍କି କହିଛନ୍ତି। ରବିବାର ‘ଏକ୍ସ’ରେ ଏକ ପୋଷ୍ଟରେ ସେ କହିଛନ୍ତି, ଯୁଦ୍ଧବନ୍ଦୀ ଅଦଳବଦଳ ପାଇଁ ଆଲୋଚନା ଜାରି ରହିଛି। ଏହାଦ୍ବାରା ୧୨୦୦ ୟୁକ୍ରେନ ବାସିନ୍ଦା ସେମାନଙ୍କ ଘରକୁ ଫେରିପାରିବେ। ରୁଷ୍‌ କର୍ତ୍ତୃପକ୍ଷଙ୍କ ସହିତ ଜାତୀୟ ସୁରକ୍ଷା ମୁଖ୍ୟଙ୍କ ଆଲୋଚନା ପରେ...
Read More...

Advertisement