russi ukraine fight
ବିଶ୍ବ 

ମୁଣ୍ଡ ନୁଆଁଉନି ୟୁକ୍ରେନ

ମୁଣ୍ଡ ନୁଆଁଉନି ୟୁକ୍ରେନ ୟୁକ୍ରେନ: ମାର୍ଚ୍ଚ ୨୧: ବାରମ୍ବାର ଆଲୋଚନା ସତ୍ତ୍ୱେ ରୁଷିଆ-ୟୁକ୍ରେନ୍ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି। ଏପଟେ ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତେଣେ ୟୁକ୍ରେନ ମୁଣ୍ଡ ନୁଆଁଉ ନଥିବାରୁ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି ପୁତିନ୍। ବିଧ୍ୱଂସକାରୀ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ବି ପଛାଉନାହିଁ ଋଷ ସେନା। ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ରାଜଧାନୀ କିଭ୍ ଓ ବ୍ୟାବସାୟିକ ନଗରୀ ଖାରକିଭ୍, […]
Read More...
ବିଶ୍ବ 

ଦେଶକୁ ରକ୍ଷା କରିବାକୁ ଯାଇ ପ୍ରାଣ ହରାଇଲେ ୟୁକ୍ରେନୀୟ କଳାକାର ପାଶ୍‌ ଲି

ଦେଶକୁ ରକ୍ଷା କରିବାକୁ ଯାଇ ପ୍ରାଣ ହରାଇଲେ ୟୁକ୍ରେନୀୟ କଳାକାର ପାଶ୍‌ ଲି ନୂଆଦିଲ୍ଳୀ: ମାର୍ଚ୍ଚ୧୦: ଦୀର୍ଘ ୧୪ ଦିନ ହେଲା ରୁଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି। ତଥାପି ରୁଷ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ। ଏହାରି ଭିତରେ ଜଣେ ଅଭିନେତା ନିଜ ଦେଶ ପାଇଁ ଜୀବନକୁ ହରାଇଛନ୍ତି ୟୁକ୍ରେନ୍ର ୩୩ ବର୍ଷୀୟ ଅଭିନେତା ପାଶ ଲି। ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ସେ ନିଜ ଅଭିନୟ କ୍ୟାରିଅରକୁ ଛାଡି ବନ୍ଧୁକ ଧରିଥିଲେ। ସେ ୟୁକ୍ରେନ୍ର ଟେରିଟୋରିଆଲ ଡିଫେନ୍ସ ୟୁନିଟ୍ରେ ସାମିଲ ହୋଇଥିଲେ। ନିଜ ଦେଶକୁ ରକ୍ଷା […]
Read More...

Advertisement