Rushi sunak
ବିଶ୍ବ  ରାଜନୀତି 

ଋଷି ସୁନକ ବ୍ରିଟେନ ର ନୂଆ ପ୍ରଧାନମନ୍ତ୍ରୀ

ଋଷି ସୁନକ ବ୍ରିଟେନ ର ନୂଆ ପ୍ରଧାନମନ୍ତ୍ରୀ ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦୌଡ଼ରୁ ପେନି ମୋରଡେଣ୍ଟ ଓହରିବା ପରେ ଋଷି ସୁନକଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍‌ରେ ଆଜି ସୁନକ ରାଜା ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ସାକ୍ଷାତ କରିଥିଲେ। ସେହିଠାରେ ବ୍ରିଟେନର ଶାସନ ଭାର ତାଙ୍କୁ ରାଜା ହସ୍ତାନ୍ତର କରିଛନ୍ତି। ସବୁଠରୁ ବଡ଼ […]
Read More...

Advertisement