RTO in Bhawanipatna
ଜିଲ୍ଲା 

ସିଜର ଲିଷ୍ଟକୁ କେନ୍ଦ୍ର କରି ଆର୍‌ଟିଓ ଏବଂ ଏମ୍‌ଭିଆଇଙ୍କ ବିରୁଦ୍ଧରେ ମାମଲା

ସିଜର ଲିଷ୍ଟକୁ କେନ୍ଦ୍ର କରି ଆର୍‌ଟିଓ ଏବଂ ଏମ୍‌ଭିଆଇଙ୍କ ବିରୁଦ୍ଧରେ ମାମଲା ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚ ସମୟରେ ଜବତ କରାଯାଉଥିବା ବାଇକର ଜବତ ତାଲିକା ଦେଇନଥିବାରୁ ଭବାନୀପାଟଣା ଏସ୍‌ଡିଜିଏମ୍‌ କୋର୍ଟରେ କଳାହାଣ୍ଡି ଆର୍‌ଟିଓ ଏବଂ ଏମ୍‌ଭିଆଇଙ୍କ ନାମରେ ଏକ ମାମଲା ରୁଜୁ ହେବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ଗତ ତା.୧୬.୪.୨୦୨୨ରିଖ ଦିନ ଏମ୍‌.ଭି.ଆଇ. ଓ ଆର୍‌.ଟି.ଓ. ମିଶି ସିଙ୍ଗଝରଣ ଠାରେ ନର୍ଲା ଥାନା ଅନ୍ତର୍ଗତ ତୁର୍ଲା ଗାଁର ରଷିକ […]
Read More...

Advertisement