Rs 200 crore money-laundering case
ଅପରାଧ 

ଦିଲ୍ଲୀ ପୋଲିସରେ ହାଜର ହେଲେ ଜ୍ୟାକଲିନ୍‌

ଦିଲ୍ଲୀ ପୋଲିସରେ ହାଜର ହେଲେ ଜ୍ୟାକଲିନ୍‌ ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ ପହଞ୍ଚିଛନ୍ତି । ମହାଠକ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ସମ୍ପର୍କରେ ପୁଲିସ ତାଙ୍କୁ ଜେରା କରିଛି । ୨ ସପ୍ତାହ ମଧ୍ୟରେ ଦ୍ୱିତୀୟଥର ପାଇଁ ଦିଲ୍ଲୀ ପୁଲିସ ତାଙ୍କୁ ପଚରାଉଚରା କରିଛି । ଗତ ସେପେଫମ୍ବର ୧୪ ତାରିଖରେ ଦିଲ୍ଲୀ ପୁଲିସ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା । ମୁଖ୍ୟତ ବ୍ୟାଙ୍କର […]
Read More...

Advertisement