royal venue
ମନୋରଞ୍ଜନ 

ଡିସେମ୍ବରରେ ହେବ କି ବିବାହ !

ଡିସେମ୍ବରରେ ହେବ କି ବିବାହ ! ଦୀର୍ଘ ସମୟ ଧରି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ସିନେ ଜଗତରେ ଚର୍ଚ୍ଚା ଜୋର ଧରିଛି । ଏବେ ସୂତ୍ର ଅନୁଯାୟୀ ଜଣାପଡ଼ିଛି ଯେ ଚଳିତ ବର୍ଷ ଡିସେମ୍ବର ମାସରେ ଉଭୟ ହାତକୁ ଦି ହାତ ହେବାକୁ ଯାଉଛନ୍ତି । କେତେକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବଲିଉଡ୍‌ର ଏହି କୁ୍ୟଟ୍‌ କପଲ୍‌ଙ୍କର ଡିସେମ୍ବର ୭ରୁ ୯ ମଧ୍ୟରେ ବିବାହ ଅନୁଷ୍ଠିତ ହେବ । ଏହା ଡେଷ୍ଟିନେସନ୍‌ େୱଡିଂ […]
Read More...

Advertisement