rourkela news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମହଙ୍ଗା ପଡ଼ିଲା କବାଡ଼ିଆକୁ ସ୍କୁଲ ବହି ବିକିବା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ
Published On
By Samaya Live
ରାଉରକେଲା : ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି କବାଡିଆକୁ ବହି ବିକିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ କୋଇଡା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ବୁଧବାର ଛାତ୍ରଛାତ୍ରୀ ପାଇଁ ସରକାରଙ୍କ ତରଫରୁ ମାଗଣାରେ ବହି ଯୋଗାଇ ଦିଆ ଯାଇଥିବା ବେଳେ ସେହି ବହିକୁ ବିଦ୍ୟାଳୟ କତ୍ତୃପକ୍ଷ ବାଣ୍ଟିବା ବଦଳରେ କବାଡି ବାଲାକୁ ବିକ୍ରି କରିବା […]
ଔଷଧ ବେପାରୀ ତିଆରି କଲେ ତିନି ଚକିଆ ବିଦୁ୍ୟତ ଯାନ, ଘଣ୍ଟା ପ୍ରତି ଗଡ଼ୁଛି ୪୦ କିଲୋମିଟର
Published On
By Samaya Live
ରାଉରକେଲା: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ଏହାକୁ ସତ୍ୟତାରେ ପରିପ୍ରକାଶ କରିଛନ୍ତି, ରାଉଲକେଲା ସ୍ଥାନୀୟ ଛେଣ୍ଡ କଲୋନିରେ ରହୁଥିବା ଭିକାରୀ ଚରଣ ସାହୁ(୫୯) । ନିଜସ୍ୱ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏକ ଅଭିନବ ତିନି ଚକିଆ ବିଦୁ୍ୟତ ଯାନ । ଯାନର ବିଶେଷ ହେଲା, ଏହା ଉଭୟ ବିଦୁ୍ୟତ ଓ ସୌର ଶକ୍ତିରେ ପରିଚାଳିତ ହୋଇପାରିବ । ନିଜ ସମ୍ବଳରେ ମାତ୍ର ୨ ମାସ ଭିତରେ ଏହି ଯାନକୁ ସେ ତିଆରି କରିଛନ୍ତି […]
ରାଉରକେଲାରେ ହେବ ସ୍ୱତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ
Published On
By Samaya Live
ରାଉରକେଲା: ସେପ୍ଟେମ୍ବର ୨୦: ରାଉରକେଲାରେ ସ୍ୱତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରାଯିବ । ରାଜ୍ୟ ଶକ୍ତି, ଶିଳ୍ପ, ଏମଏସଏମଇ, ଏବଂ ଗୃହ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର ମହାନଗର ନିଗମ ସମ୍ମିଳନୀର କକ୍ଷରେ ଅନୁଷ୍ଠିତ ବିଦୁ୍ୟତ ଏବଂ ଶିଳ୍ପର ବିକାଶ ଉପରେ ସମୀକ୍ଷା ବୈଠକରେ ଯୋଗ ଦେଇ ଏହା କହିଛନ୍ତି । ବୈଠକରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲା ପାଳ ତଥା ମହାନଗର ନିଗମ […]

