Roland Garros
ଖେଳ 

ଫ୍ରେଞ୍ଚ ଓପନ: ମ୍ଲାଡେନୋଭିକ୍‌-ଗାର୍ସିଆଙ୍କୁ ଡବଲ୍ସ ଟାଇଟଲ

ଫ୍ରେଞ୍ଚ ଓପନ: ମ୍ଲାଡେନୋଭିକ୍‌-ଗାର୍ସିଆଙ୍କୁ ଡବଲ୍ସ ଟାଇଟଲ ପ୍ୟାରିସ : ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନର ମହିଳା ଡବଲ୍ସରେ ସ୍ଥାନୀୟ ପ୍ରତିଯୋଗୀ କାରୋଲିନ୍‌ ଗାର୍ସିଆ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ ଚାମ୍ପିଅନ୍‌ ହୋଇଛନ୍ତି । ରବିବାର ଅନୁଷ୍ଠିତ ଡବଲ୍ସ ମୁକାବିଲାରେ ଗାର୍ସିଆ-ମ୍ଲାଡେନୋଭିକ୍‌ଙ୍କ ଯୋଡି ଆମେରିକାର କୋକୋଗଫ ଓ ଜେସିକା ପେଗୁଲାଙ୍କୁ ଭେଟିଥିଲେ । ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗାର୍ସିଆ-ମ୍ଲାଡେନୋଭିକ୍‌ ୨-୬, ୬-୩, ୬-୨ ସେଟ୍‌ରେ ବିଜୟୀ ହୋଇଥିଲେ । ଶେଷଥର ପାଇଁ ଏହି ଯୋଡି ୨୦୧୬ ସଂସ୍କରଣରେ ଡବଲ୍ସ ଟାଇଟଲ ହାତେଇଥିଲେ । ଏହା ଉଭୟଙ୍କ […]
Read More...
ଖେଳ 

ଫ୍ରେଞ୍ଚ ଓପନ୍‌ ଟେନିସ: କ୍ୱାର୍ଟରରେ ଜୋକୋଭିକ, ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ

ଫ୍ରେଞ୍ଚ ଓପନ୍‌ ଟେନିସ: କ୍ୱାର୍ଟରରେ ଜୋକୋଭିକ, ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ ପ୍ୟାରିସ: ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲ୍‌ ସ୍ଥାନ ପMା କରିଛନ୍ତି । ରବିବାର ପ୍ରିକ୍ୱାର୍ଟର ଫାଇନାଲରେ ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିଆ ତାରକା ଜୋକୋଭିକ ୬-୧, ୬-୩, ୬-୩ ସେଟରେ ଆର୍ଜେଣ୍ଟିନାର ଡିଏଗୋ ସ୍ୱର୍ଜମାନଙ୍କୁ ହରାଇଥିଲେ । ଆଲେକଜାଣ୍ଡର ଭେରଭ ଓ ରାଫେଲ ନାଦାଲ ମଧ୍ୟ କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି । ଭେରେଭ ୭-୬, ୭-୫, ୬-୩ ସେଟରେ ବର୍ଣ୍ଣାବେ ଜାପଟା ମିରାଲେସଙ୍କୁ ଏବଂ ନଦାଲ ୩-୬, ୬-୩, […]
Read More...

Advertisement