Robin Uthappa retired
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅବସର ନେଲେ ରବିନ ଉଥªା
Published On
By Samaya Live
ମୁମ୍ବାଇ : ଭାରତର ୨୦୦୭ ଟେ୍ୱଣ୍ଟି-୨୦ ବିଶ୍ୱକପ୍ ବିଜୟର ଅନ୍ୟତମ ନାୟକ, ୨୦୦୪, ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ତଥା ବିସ୍ପୋରକ ଭାରତୀୟ ଓପନର ରବିନ ଉଥªା ବୁଧବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫଳରେ ତାଙ୍କ ୨୦ ବର୍ଷର ପେସାଗତ କ୍ରିକେଟ୍ ଜୀବନରେ ଜବନିକା ପଡ଼ିଛି । ଟ୍ୱିଟରରେ ଏହି ୩୬ ବର୍ଷୀୟ କ୍ରିକେଟର୍ ପରିବାର ସହ ସମୟ ବିତାଇବା ଏବଂ ନୂଆ ଜୀବନ ଆରମ୍ଭ […]

