road jam
ଜିଲ୍ଲା 

ସମ୍ବଲପୁର- ଝାରସୁଗୁଡା ରାଜପଥ କଡ଼ରେ ଭାରୀଯାନ ପାର୍କିଂ

ସମ୍ବଲପୁର- ଝାରସୁଗୁଡା ରାଜପଥ କଡ଼ରେ ଭାରୀଯାନ ପାର୍କିଂ ଝାରସୁଗୁଡ଼ା : ଝାରସୁଗୁଡ଼ା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ-େୱ ତଥା ରାଜ୍ୟ ରାଜପଥ-୧୦ ସମ୍ବଲପୁର ଜିଲ୍ଳା ଓ ଝାରସୁଗୁଡା ଜିଲ୍ଳାର ସୀମା ଲପଙ୍ଗା ଠେଲକୋଲିରୁ ଝାରସୁଗୁଡା ପ୍ରସ୍ନନ ପଣ୍ଡା ଛକ ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥ-୪୯ ପାଶ୍ୱର୍ରେ ଭାରିଯାନ ପାର୍କିଂକୁ ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିଲେ ହେଁ ତାହା ଠିକ କାର୍ଯ୍ୟ କରୁ ନାହିଁ । ଠେଲକୋଲି ଓ ବଡମାଲ ପୋଲିସ ଷ୍ଟେସନର ଅତି ନିକଟରେ କୋଇଲା ବୋଝାଇ ଭାରିଯାନଗୁଡ଼ିକ ମନଇଚ୍ଛା ଯେଉଁଠି ପାରିଲେ […]
Read More...

Advertisement