reviewed the medicine supply situation to the kidney transplant patients in SCB
ଓଡ଼ିଶା 

କିଡନୀ ପ୍ରତିରୋପଣ ରୋଗୀଙ୍କୁ ମେଡିସିନ୍‌ ଯୋଗାଣର ସମୀକ୍ଷା ବୈଠକ କଲେ ମୁଖ୍ୟ ସଚିବ

କିଡନୀ ପ୍ରତିରୋପଣ ରୋଗୀଙ୍କୁ ମେଡିସିନ୍‌ ଯୋଗାଣର ସମୀକ୍ଷା ବୈଠକ କଲେ ମୁଖ୍ୟ ସଚିବ ଭୁବନେଶ୍ୱର: କିଡ୍‌ନୀ ପ୍ରତିରୋପଣ ରୋଗୀଙ୍କୁ ଔଷଧ ଯୋଗାଣର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଭୁବନେଶ୍ୱରରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି । ନିରାମୟ ମାଧ୍ୟମରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ ପ୍ରଦାନ କରାଯାଉଥିବା ଔଷଧ ଅତ୍ୟନ୍ତ ଫଳପ୍ରଦ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଯୋଗାଇ ଦିଆଯାଇଥିବା ଔଷଦର ବ୍ୟବହାର ଦ୍ୱାରା କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ରୋଗୀ କିମ୍ବା ଏକ୍ସପର୍ଟ କମିଟି ଦ୍ୱାରା କୁହାଯାଇଛିଳ […]
Read More...

Advertisement