restrictions around Pongal festival
ସ୍ୱାସ୍ଥ  ଦେଶ- ବିଦେଶ 

ତାମିଲନାଡୁରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢିବ କୋଭିଡ ପ୍ରତିବନ୍ଧକ

ତାମିଲନାଡୁରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢିବ କୋଭିଡ ପ୍ରତିବନ୍ଧକ ତାମିଲନାଡୁ: ଜାନୁଆରୀ ୧୧: ତାମିଲନାଡୁରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢିବ କୋଭିଡ-୧୯ ପ୍ରତିବନ୍ଧକ। ନାଇଟ କର୍ଫ୍ୟୁ ସହ ପୋଙ୍ଗଲ୍ ଫେଷ୍ଟିଭ।ଲରେ ନୂତନ ପ୍ରତିବନ୍ଧକ ଲଗ।ଇଛି । ଜ।ନୁଆରୀ ୧୪ ରୁ ୧୮ ମଧ୍ୟରେ ର।ଜ୍ୟର ସମସ୍ତ ପୂଜ।ପ।ଠ ସ୍ଥ।ନ ମଧ୍ୟରେ ଜନସ।ଧ।ରଣଙ୍କୁ ଅନୁମତି ଦିଆଯିବ ନ।ହିଁ। ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟ।ଲିନ କହିଛନ୍ତି ଯେ ପୋଙ୍ଗଲ ମହୋତ୍ସବ ପ।ଇଁ ସହର ବ।ହ।ରକୁ ଯ।ଉଥିବ। ଲୋକଙ୍କ ସ୍ୱ।ର୍ଥରେ ବସ୍ ଗୁଡିକ ୭୫% ବସିବ। କ୍ଷମତ। ସହିତ […]
Read More...

Advertisement