ତାମିଲନାଡୁରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢିବ କୋଭିଡ ପ୍ରତିବନ୍ଧକ
ତାମିଲନାଡୁ: ଜାନୁଆରୀ ୧୧: ତାମିଲନାଡୁରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢିବ କୋଭିଡ-୧୯ ପ୍ରତିବନ୍ଧକ। ନାଇଟ କର୍ଫ୍ୟୁ ସହ ପୋଙ୍ଗଲ୍ ଫେଷ୍ଟିଭ।ଲରେ ନୂତନ ପ୍ରତିବନ୍ଧକ ଲଗ।ଇଛି । ଜ।ନୁଆରୀ ୧୪ ରୁ ୧୮ ମଧ୍ୟରେ ର।ଜ୍ୟର ସମସ୍ତ ପୂଜ।ପ।ଠ ସ୍ଥ।ନ ମଧ୍ୟରେ ଜନସ।ଧ।ରଣଙ୍କୁ ଅନୁମତି ଦିଆଯିବ ନ।ହିଁ। ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟ।ଲିନ କହିଛନ୍ତି ଯେ ପୋଙ୍ଗଲ ମହୋତ୍ସବ ପ।ଇଁ ସହର ବ।ହ।ରକୁ ଯ।ଉଥିବ। ଲୋକଙ୍କ ସ୍ୱ।ର୍ଥରେ ବସ୍ ଗୁଡିକ ୭୫% ବସିବ। କ୍ଷମତ। ସହିତ […]
ତାମିଲନାଡୁ: ଜାନୁଆରୀ ୧୧: ତାମିଲନାଡୁରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢିବ କୋଭିଡ-୧୯ ପ୍ରତିବନ୍ଧକ। ନାଇଟ କର୍ଫ୍ୟୁ ସହ ପୋଙ୍ଗଲ୍ ଫେଷ୍ଟିଭ।ଲରେ ନୂତନ ପ୍ରତିବନ୍ଧକ ଲଗ।ଇଛି । ଜ।ନୁଆରୀ ୧୪ ରୁ ୧୮ ମଧ୍ୟରେ ର।ଜ୍ୟର ସମସ୍ତ ପୂଜ।ପ।ଠ ସ୍ଥ।ନ ମଧ୍ୟରେ ଜନସ।ଧ।ରଣଙ୍କୁ ଅନୁମତି ଦିଆଯିବ ନ।ହିଁ। ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟ।ଲିନ କହିଛନ୍ତି ଯେ ପୋଙ୍ଗଲ ମହୋତ୍ସବ ପ।ଇଁ ସହର ବ।ହ।ରକୁ ଯ।ଉଥିବ। ଲୋକଙ୍କ ସ୍ୱ।ର୍ଥରେ ବସ୍ ଗୁଡିକ ୭୫% ବସିବ। କ୍ଷମତ। ସହିତ ଚଳ।ଚଳ କରିବ।କୁ ଅନୁମତି ଦିଆଯିବ।
ପ୍ରୋଟୋକଲ ହିସାବରେ ପ୍ରଥମରୁ ଦଶଣ ଶ୍ରେଣୀ, ନର୍ସରୀ ଓ ବାଳାଶ୍ରମ ପିଲାଙ୍କର ଅନଲାଇନ କ୍ଲାସର ବ୍ୟବସ୍ଥା କରାଯିବ। ଏହି ସମୟ ସୀମା ମଧ୍ୟରେ କୌଣସି କୋଚିଂ ଓ ଟ୍ରେନିଂ କ୍ଲାସ ହୋଇପାରିବ ନାହିଁ। ଏହ। ବ୍ୟତୀତ ପୁସ୍ତକ ମେଳ। ଏବଂ ପ୍ରଦର୍ଶନୀ ସ୍ଥଗିତ ରଖ।ଯ।ଇଥିବ।ବେଳେ ମେଟ୍ରୋ, ଟ୍ରେନ୍ ଏବଂ ବସରେ କେବଳ ୫୦% ବସିବ। କ୍ଷମତ। ନେଇ ଅନୁମତି ଦିଆଯିବ।
ଗ୍ରେଟର ଚେନ୍ନ।ଇ କର୍ପୋରେସନ୍ କମିଶନର ଏବଂ ଜିଲ୍ଲ। କଲେକ୍ଟରମାନଙ୍କୁ ସର୍ବୋଚ୍ଚ କ୍ଷମତା ଦିଆଯାଇଛି। ଏହି ସମୟ ମଧ୍ୟରେ ଯେଉଁମାନେ ମଧ୍ୟ କୋଭିଡ ନିୟମକୁ ନମାନ୍ତି ତେବେ ସେମାନଙ୍କୁ କଠୋର ଦଣ୍ଡବିଧାନ କରାଯିବ।




