RESOLUTION FOR NEW YEAR
ଜୀବନଚର୍ଯ୍ୟା 

ଇଂରାଜୀ ନବବର୍ଷ..

ଇଂରାଜୀ ନବବର୍ଷ.. ଆମ ଓଡିଆଙ୍କ ପର୍ବ ନହେଲେ ମଧ୍ୟ ଆମ ପାଶ୍ଚାତ୍ୟ ସଭ୍ୟତାକୁ ବେଶ୍‌ ଭଲ ରୂପେ ଆପଣେଇଛେ ଆମେ। ଖାଲି ଓଡିଶାବାସୀ ନୁହେଁ ବରଂ ପାଶ୍ଚାତ୍ୟ ଦେଶର ଏହି ପର୍ବକୁ ବେଶ୍‌ ଧୁମଧାମରେ ପାଳନ କରାଯାଏ ଆମ ଦେଶର ପ୍ରାୟତଃ ସବୁ ରାଜ୍ୟରେ । ପାଶ୍ଚାତ୍ୟ ଦେଶର ଏହି ପର୍ବର ସମସ୍ତ ରୀତିନୀତିକୁ ଯେତିକି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ, ଆମ ସଂସ୍କୃତିକୁ ସାଧାରଣ ଭାବେ ଭୁଲିଯିବାର ପରମ୍ପରା ମଧ୍ୟ ସେତିକି ନିକଟତର ହେବାର ଆଶଙ୍କାକୁ ମଧ୍ୟ […]
Read More...

Advertisement