redhakhola news
ଜିଲ୍ଲା 

୪ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପର ପୁରୁଷ ସହ ସ୍ତ୍ରୀ ଫେରାର

୪ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପର ପୁରୁଷ ସହ ସ୍ତ୍ରୀ ଫେରାର ସମ୍ବଲପୁର/ରେଢାଖୋଲ : ଦୀର୍ଘ ୧୩ ବର୍ଷର ସଂସାରକୁ ଗୋଡ଼ରେ ଆଡ଼େଇ ଦେଇଛନ୍ତି ଜଣେ ମହିଳା । ସେ ତାଙ୍କର ୪ କୁନି କୁନି ପିଲା ଓ ସ୍ୱାମୀଙ୍କୁ ଛାଡ଼ି ଜଣେ ପର ପୁରୁଷର ହାତ ଧରି ଫେରାର ହୋଇ ଯାଇଛନ୍ତି । ସ୍ୱାମୀଙ୍କ କଥା ଛାଡ଼;ୁ, ଏବେ ମା’ ବିନା ଚାରି ଶିଶୁ ଅତି ଦୟନୀୟ ଅବସ୍ଥା କାଟୁଛନ୍ତି ଜୀବନ । ଯେଉଁ ବୟସରେ ଖେଳକୁଦ କରି ସମୟ କଟାଇବା କଥା ଏବେ ସେ କଅଁକ କାନ୍ଧରେ […]
Read More...
ଜିଲ୍ଲା 

ଦେଶୀ ବନ୍ଧୁକ ତିଆରି କରି ଦୁଇ ଗିରଫ

ଦେଶୀ ବନ୍ଧୁକ ତିଆରି କରି ଦୁଇ ଗିରଫ ରେଢ଼ାଖୋଲ, ସେପ୍‌ଟେମ୍ବର ୨୨: ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କଠାରୁ ୬ଟି ବନ୍ଧୁକ, ବେରେଲ, ବନ୍ଧୁକ ତିଆରି ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରାଯାଇଛି । ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ବାସୁପାଲି ଗାଁରେ । ଅଭିଯୁକ୍ତଦ୍ୱୟ ହେଲେ କୁମର ଭିତିରିଆ ଓ ଜନନୀ ପ୍ରଧାନ । ଜନନୀଙ୍କ ସ୍‌୍ୱାମୀ ତାରିଣୀ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମିଳିଥିବା […]
Read More...
ଜିଲ୍ଲା 

ଭାଲୁ ଆକ୍ରମଣରେ ବୃଦ୍ଧ ଆହତ

ଭାଲୁ ଆକ୍ରମଣରେ ବୃଦ୍ଧ ଆହତ ରେଢାଖୋଲ: ସେପ୍‌ଟମ୍ବର ୨୧: ସୋମବାର ସକାଳେ ଚାରମାଳ ଥାନା ବଡମୁଗପାଳ ଗ୍ରାମରେ ଜଣେ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଛି । ପ୍ରକାଶ ଯେ, ସକାଳୁ ଚାରମାଳ ଥାନା ବଡମୁଗପାଳ ଗ୍ରାମର ପରମେଶ୍ୱର ପ୍ରଧାନ (୬୫) ନିଜ ଚାଷ ଜମିକୁ ଧାନ ଦେଖି ଯାଇଥିଲେ । ଚାଷ ଜମି ପାଖକୁ ଲାଗି ଜଙ୍ଗଲ ଥିବାରୁ ପରମେଶ୍ୱର କାଠି ଭାଙ୍ଗିବାକୁ ଯାଇଥିଲେ । ଜଙ୍ଗଲରେ ଭାଲୁ ଦୁଇଟିକୁ ଦେଖି ସେ ଶୋଇପଡିଥିଲେ । କାହିଁକି ନା ମଣିଷ ଶୋଇ ପଡିଲେ […]
Read More...

Advertisement