rebel party Members of Maharastra Parliament
ରାଜନୀତି 

ଉଦ୍ଧବଙ୍କ ବିଦ୍ରୋହୀ କୁହାଯାଉଥିବା ୧୨ଜଣ ସାଂସଦଙ୍କୁ ମିଳିଲା ‘ୱାଇ’ ବର୍ଗର ସୁରକ୍ଷା

ଉଦ୍ଧବଙ୍କ ବିଦ୍ରୋହୀ କୁହାଯାଉଥିବା ୧୨ଜଣ ସାଂସଦଙ୍କୁ ମିଳିଲା ‘ୱାଇ’ ବର୍ଗର ସୁରକ୍ଷା ମୁମ୍ବାଇ: ବିଧାୟକଙ୍କ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହୋଇପାରନ୍ତି ସାଂସଦ । ବିଧାୟକଙ୍କ ପରେ ବର୍ତ୍ତମାନ ସାଂସଦମାନେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚା ମଧ୍ୟରେ ଆଜି ଉଦ୍ଧବଙ୍କ ସହ ଥିବା ୧୨ଜଣ ସାଂସଦଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦିଆଯାଇଛ । ଗତକାଲି ୧୨ଜଣ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ରାହୁଲ ଶେୱାଲେଙ୍କୁ ଜଣେ ନେତା ଭାବରେ ସ୍ୱୀକୃତି ଦେବାକୁ […]
Read More...

Advertisement