rbi
ଦେଶ- ବିଦେଶ  ଅପରାଧ 

ବ୍ୟାଙ୍କରୁ ୧୧ କୋଟି ଟଙ୍କାର ଠକେଇ

ବ୍ୟାଙ୍କରୁ ୧୧ କୋଟି ଟଙ୍କାର ଠକେଇ ରାଜସ୍ଥାନ: ଅପ୍ରେଲ ୧୯: ଦେଶରେ ଥମୁନି ବ୍ୟାଙ୍କ୍‌ ଠକେଇ । ରାଜସ୍ଥାନ ବାଲାଜୀର ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି । ଏହି ମାମଲାରେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯାଇଛି ।ଏସ୍ବିଆଇ ବ୍ୟାଙ୍କର ଏହି ଶାଖାରୁ ଏତେ ପରିମାଣର ଟଙ୍କା କୁଆଡେ ଗଲା ତାହା ଜାଣିବା ପାଇଁ ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ସିବିଆଇର ତଦନ୍ତ ଦାବି କରାଯାଇଥିଲା । ଯାହାକାରଣରୁ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ହାଇକୋର୍ଟ ସିବିଆଇକୁ […]
Read More...
ଦେଶ- ବିଦେଶ 

ଆରବିଆଇ ଆରମ୍ଭ କରିବ ଡିଜିଟାଲ କରୋନ୍‌ସି

ଆରବିଆଇ ଆରମ୍ଭ କରିବ ଡିଜିଟାଲ କରୋନ୍‌ସି ଦିଲ୍ଲୀ: ଫେବୃଆରୀ ୧: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଏହି ଅବସରରେ ଆରବିଆଇ ଦେଶରେ ଡିଜିଟାଲ କରେନ୍‌ସି ପ୍ରଚଳନ କରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି କରାଯିବ । କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ୍‌ ଜିଡିପିର ୪% ରହିବ । ୨୦୨୨-୨୩ରେ ଡିଜିଟାଲ କରେନ୍ସି ଆରମ୍ଭ କରାଯିବ । ଏହାହସିତ ରାଜ୍ୟମାନଙ୍କୁ […]
Read More...
ଦେଶ- ବିଦେଶ 

ଆସନ୍ତା ବର୍ଷ ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ଆସନ୍ତା ବର୍ଷ ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ୍‌ ନୂଆଦିଲ୍ଲୀ: ଡିସେମ୍ବର ୩୦: ଆସନ୍ତ। ବର୍ଷ ଜ।ନୁଆରୀ ମାସଠାରୁ ରିଜର୍ଭ ବ୍ୟ।ଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟ।ଙ୍କ୍ ଛୁଟି ଦିନ ଗୁଡ଼ିକର ତ।ଲିକ। ଜ।ରି କର।ଯ।ଇଛି। ଆସନ୍ତ। ଜ।ନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟ।ଙ୍କ୍ । ଜ।ନୁଆରୀରେ ମୋଟ୍ ୧୬ ଦିନ ଛୁଟି ମଧ୍ୟରୁ ୭ ଦିନ ରହିଛି ସପ୍ତାହନ୍ତ। ଏଥିମଧ୍ୟରୁ ଅନେକ ଛୁଟି ଲଗ।ତ।ର ଭ।ବେ ପଡ଼ୁଛି। ତେବେ ଜାଣନ୍ତୁ ଆସନ୍ତ। ବର୍ଷ ଜ।ନୁଆରୀରେ କେଉଁ କେଉଁ ଦିନ ରହିବ ବ୍ୟାଙ୍କ୍‌ ବନ୍ଦ। ୧ […]
Read More...
ଜିଲ୍ଲା  ଦେଶ- ବିଦେଶ 

୨ ଦିନିଆ ବ୍ୟ।ଙ୍କ ଧର୍ମଘଟ

୨ ଦିନିଆ ବ୍ୟ।ଙ୍କ ଧର୍ମଘଟ ଭୁବନେଶ୍ୱର:ଡିସେମ୍ବର ୧୬: ୨ ଦିନିଆ ବ୍ୟ।ଙ୍କ ଧର୍ମଘଟ । ସରକ।ରଙ୍କ ବ୍ୟ।ଙ୍କ ଘରୋଇକରଣ ବିରୋଧରେ ବ୍ୟ।ଙ୍କ ୟୁନିଅନ ଦୁଇଦିନିଆ ଧର୍ମଘଟ ଘୋଷଣ। କରିଛନ୍ତି । ଏହି ଧର୍ମଘଟ ଦ୍ବ।ର। ଆଜି ଓ କ।ଲି ବ୍ୟ।ଙ୍କ ସେବ। ପ୍ରଭ।ବିତ ହେବ । ତେବେ ଆସନ୍ତ। ଶନିବ।ର ମ।ସର ୩ୟ ଶନିବ।ର ହୋଇଥିବ।ରୁ ବ୍ୟ।ଙ୍କଗୁଡ଼ିକ ଖୋଲ। ରହିପ।ରେ । କିନ୍ତୁ କେତେକ ର।ଜ୍ୟରେ ସ୍ଥ।ନୀୟ ଛୁଟି ଯୋଗୁଁ ବ୍ୟ।ଙ୍କଗୁଡ଼ିକ ଶନିବ।ର ବି ବନ୍ଦ ରହିବ । ତ।ହ।ର ପରଦିନ ରବିବ।ର […]
Read More...
ଜିଲ୍ଲା  ଦେଶ- ବିଦେଶ  ଓଡ଼ିଶା 

ଜ।ନୁଆରୀରୁ ଏଟିଏମର ବ୍ୟବହ।ର ହେବ ମହଙ୍ଗ।

ଜ।ନୁଆରୀରୁ ଏଟିଏମର ବ୍ୟବହ।ର ହେବ ମହଙ୍ଗ। ଭୁବନେଶ୍ୱର: ଡିସେମ୍ବର ୦୩: ନୂଆ ବର୍ଷରେ ଏଟିଏମ୍ ବ୍ୟବହ।ର ମହଙ୍ଗ। ହେବ।କୁ ଯ।ଉଛି । ଜ।ନୁୟ।ରୀ ୧, ୨୦୨୨ ରୁ ଆରବିଆଇ ସମସ୍ତ ବ୍ୟ।ଙ୍କକୁ ଏଟିଏମ୍ କ।ରବ।ର ପ।ଇଁ ଦେୟ ବୃଦ୍ଧି କରିବ।କୁ କହିଛି। ଆରବିଆଇ ବ୍ୟ।ଙ୍କଗୁଡ଼ିକୁ ଦେୟ ବୃଦ୍ଧି କରିବ।କୁ ଅନୁମତି ଦେଇଥ।ଏ । ଆରବିଆଇ ବିଜ୍ଞପ୍ତି ଅନୁଯ।ୟୀ, ମ।ଗଣ। କ।ରବ।ର ପ।ଇଁ ମ।ସିକ ସୀମ। ଚ।ର୍ଜ ଉପରେ ଟିକସ ଆଦ।ୟ କର।ଯ।ଏ। ରିଜର୍ଭ ବ୍ୟ।ଙ୍କ ମଧ୍ୟ ସ୍ପଷ୍ଟ ଭ।ବେ କହିଛି ଯେ ଯଦି କୌଣସି […]
Read More...

Advertisement