rbi bank
ଦେଶ- ବିଦେଶ 

ଡିସେମ୍ବର ସୁଦ୍ଧା ଆର୍‌ବିଆଇ ଲଞ୍ଚ କରିପାରେ ‘ଡିଜିଟାଲ କରେନ୍ସି’

ଡିସେମ୍ବର ସୁଦ୍ଧା ଆର୍‌ବିଆଇ ଲଞ୍ଚ କରିପାରେ ‘ଡିଜିଟାଲ କରେନ୍ସି’ ଦିଲ୍ଲୀ: ଅଗଷ୍ଟ ୨୮: କାଗଜ ମୁଦ୍ରା ଉପରେ ନିର୍ଭରଶୀଳତାକୁ ଦୂର କରିବା ଓ ଏହାର କାରବାରକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆର୍‌ବିଆଇ(ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ଡିଜିଟାଲ କରେନ୍ସିର ପ୍ରଚଳନ ଆରମ୍ଭ କରିବା ପାଇଁ ଯାଉଛିି । ଆସନ୍ତା ମାସ ଡିସେମ୍ବରରେ ଡିଜିଟାଲ କରେନ୍ସି ଲଞ୍ଚ ହୋଇପାରେ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛିନ୍ତି । ଡିସେମ୍ବରରେ ଏହି ଡିଜିଟାଲ କରେନ୍ସି ପରୀକ୍ଷାମୂଳକ ଭାବରେ ଲଞ୍ଚ କରାଯିବ । ଯଦି ଏହି ପରୀକ୍ଷଣ ସଫଳ ହୁଏ, […]
Read More...

Advertisement