Rayagada Headline
ଜିଲ୍ଲା 

ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣରେ ରାୟଗଡ଼ା ଶ୍ରେଷ୍ଠ

ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣରେ ରାୟଗଡ଼ା ଶ୍ରେଷ୍ଠ ରାୟଗଡ଼ା :ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସର୍ବାଧିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ନିମନ୍ତେ ରାୟଗଡ଼ା ଜିଲ୍ଲାକୁ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ସ୍ଥିରତା ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ଡା. ବରଦାକାନ୍ତ ମିଶ୍ର ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସୁପରିଟେନଡେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି, ଜେ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିବାର ନିୟୋଜନ […]
Read More...
ଜିଲ୍ଲା 

ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ ରୋକିବ ଜିଲ୍ଲା ପ୍ରଶାସନ

ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ ରୋକିବ ଜିଲ୍ଲା ପ୍ରଶାସନ ରାୟଗଡା : ରାୟଗଡା ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ ଆକ୍ସନଏଡ ମିଳିତ ସଂଯୋଜନାରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ଏବଂ ଶିଶୁ, କିଶୋର ଓ କିଶୋରୀଙ୍କ ସୁରକ୍ଷା ପାଇଁ ଚାଲିଥିବା ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ୧୦ ରୁ ୧୯ […]
Read More...
ଜିଲ୍ଲା 

ଗୁଣିଗାରେଡ଼ିକୁ ନେଇ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ, ୨ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଗୁଣିଗାରେଡ଼ିକୁ ନେଇ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ, ୨ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଗୁଣିଗାରେଡ଼ି ସନ୍ଦେହରୁ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାରକରି ଜିଲ୍ଲା ଓ ଦୌରାଜଜ ବିକ୍ରମ ପଟ୍ଟନାୟକ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ହତ୍ୟା ପ୍ରମାଣକୁ ନଷ୍ଟ କରିଥିବା ଦୁଇଜଣଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହାକୁ ନେଇ ରାୟଗଡ଼ା ଭଳି ଏକ ପାହାଡ଼ ପାର୍ବତ୍ୟଘେରା ଆଦିବାସୀ ଅଧ୍ୟୁଷିତ ଇଲାକାରେ ଗୁଣିଗାରେଡ଼ି ନାମରେ କଳଙ୍କିତ ନାମ […]
Read More...
ଜିଲ୍ଲା 

ଅବକାରୀ ବିଭାଗ ଜବତ କଲା ୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଅବକାରୀ ବିଭାଗ ଜବତ କଲା ୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ରାୟଗଡା: ରାୟଗଡ଼ା ଅବକାରୀ ବିଭାଗ ହାତରେ ଏକ ବଡ଼ ଗଞ୍ଜେଇ ର୍ୟାକ୍‌ ଧରାପଡ଼ିଛି । ରାୟଗଡ଼ାରୁ ଉତ୍ତରପ୍ରଦେଶକୁ ଚୋରା ଭାବେ ଯାଉଥିବା ଏକ ଟ୍ରକ୍‌୍‌ରୁ ପ୍ରାୟ ୨ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ୍‌ ହୋଇଛି । ସୂଚନା ଅନୁସାରେ, ଅବକାରୀ କମିଶନର ଆଶିଷ କୁମାର ସିଂ ଅବକାରୀ ବିଭାଗ ଦାୟିତ୍ୱ ପରେ ରାଜ୍ୟରେ ଯେପରି ଅବକାରୀ ବିଭାଗରେ ଚଳଚଞ୍ଚଳ ହୋଇପଡ଼ିଛି । ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ଶ୍ରୀମତି ନିନା ବେଉରାଙ୍କ […]
Read More...

Advertisement