Rare Black Panther Spotted In Odisha
ଜିଲ୍ଲା 

ଗର୍ଜନପାହାଡ଼ର ବିରଳ କଳା ବାଘ ଉଭାନ ନେଇ ତନାଘନା

ଗର୍ଜନପାହାଡ଼ର ବିରଳ କଳା ବାଘ ଉଭାନ ନେଇ ତନାଘନା ସୁନ୍ଦରଗଡ଼ : ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ (ବ୍ଲାକପନ୍ଥର)। ବେଶ ଚର୍ଚ୍ଚାକୁ ଆସିଥିଲା ଗର୍ଜନପାହାଡ଼ । କି;ୁ ତାର ଦେଢ଼ ବର୍ଷ ପରେ ବାଘଟି କେଉଁଆଡ଼େ ଉଭାନ ହୋଇଗଲା । ଯାହା ବନ୍ୟପ୍ରାଣୀ ପ୍ରେମୀ ଓ ବିଶେଷଜ୍ଞଙ୍କୁ ବିଷର୍ଣ୍ଣ କରିଛି । ତେବେ ରାଜ୍ୟ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ବିରଳ କଳାବାଘର ସନ୍ଧାନ ନେବାକୁ ବନ ବିଭାଗ ଯେତିକି ଗୁରୁିତ୍ୱଦେବା କଥା […]
Read More...

Advertisement