ramse hunt syndrome
ମନୋରଞ୍ଜନ 

ଜଷ୍ଟିନ ବିବରଙ୍କୁ ହେଇଛି ରାମସେ ହଣ୍ଟ ସିଣ୍ଡ୍ରୋମ

ଜଷ୍ଟିନ ବିବରଙ୍କୁ ହେଇଛି ରାମସେ ହଣ୍ଟ ସିଣ୍ଡ୍ରୋମ ନୂଆଦିଲ୍ଲୀ: ଜୁନ ୧୧: ହଲିଉଡର ଫେମସ ସିଙ୍ଗର ଜଷ୍ଟିନ ବିବର ଏବେ ଟିକେ ଅସୁସ୍ଥ ହୋଇପଡିଛନ୍ତି । ଲଗାତାର କନସର୍ଟ କରୁଥିବା ଏହି କଣ୍ଠଶିଳ୍ପୀ ଏବେ ବିଶ୍ରାମ ନେଉଛନ୍ତି । କାରଣ ସେ ଏବେ ଭୟଙ୍କର ରୋଗରେ ପୀଡିତ ଅଛନ୍ତି । ସୋସିଆଲ ମିଡିଆରେ ଜଷ୍ଟିନ ସେୟାର କରି କହିଛନ୍ତି ଯେ, ସେ ଏବେ ରାମସେ ହଣ୍ଟ ସିଣ୍ଡ୍ରୋମ ନାମରେ ରୋଗରେ ପୀଡିତ ଅଛନ୍ତି । ଯେଉଁଥିପାଇଁ ତାଙ୍କ ମୁହଁରେ ପାରାଲିସିସି ହୋଇଯାଇଛି । ଇନଷ୍ଟାରେ ଜଷ୍ଟିନ […]
Read More...

Advertisement